ଟାଇମ ମାଗାଜିନର ପ୍ରଭାବଶାଳୀ ବ୍ୟକ୍ତଙ୍କ ମଧ୍ୟରେ ସାକ୍ଷୀ, ଆଲିୟା
ନୂଆଦିଲ୍ଲୀ: ଟାଇଟ ମାଗାଜିନ ଚଳିତ ବର୍ଷର ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ତାଲିକା ପ୍ରକାଶ କରିଛି । ବୁଧବାର ପ୍ରକାଶିତ ଏହି ତାଲିକାରେ ଅଲିମ୍ପିକ ପଦକ ବିଜେତା ସାକ୍ଷୀ ମଲ୍ଲିକ ଓ ଅଭିନେତ୍ରୀ ଆଲିୟା ଭଟ୍ଟ ସ୍ଥାନ ପାଇଛନ୍ତି । ଭାରତୀୟ ବଂଶୋଦ୍ଭବ ହଲିଉଡ ଅଭିନେତା ଦେବ ପଟେଲ,…