ଆକାଶରୁ ଖସୁଛି ନିଆଁ ଝୁଲ, ପଶ୍ଚିମରେ ଅସମ୍ଭାଳ ତାତି
ଭୁବନେଶ୍ଵର: ରାଜ୍ୟରେ ପୁଣି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ।ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା ହେଉଥିବା ବେଳେ ଉପକୂଳରେ କଲବଲ କରୁଛି ଗୁଳୁଗୁଳି । ଆଜି ଝାରସୁଗୁଡ଼ାର ସର୍ବାଧିକ ୪୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ୪୬ ଡିଗ୍ରୀ ଉପରେ ଅଛି ରାଜ୍ୟର ୪ ସହର ।
ଆଜି…