ପାଣ୍ଡିଆନ ଉତ୍ତରାଧିକାରୀ ନୁହଁନ୍ତି: ନବୀନଙ୍କୁ ବିଜେପି ପଚାରିଲା ତାହେଲେ ସେ ସବୁବେଳେ ପାଖାପାଖି କାହିଁକି?
ଭୁବନେଶ୍ୱର: ବିଜେଡିର ନମ୍ବର ଟୁ ନେତା ଭିକେ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରାଧିକାରୀ ନୁହନ୍ତି। ଏଏନଆଇକୁ ସେ ସାକ୍ଷାତକାର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି କହିବା ପରେ ବିଜେପି କଡା ଜବାବ ଦେବା ସହ କିଛି ପ୍ରଶ୍ନ କରିଛି। ବିଜେପି ନେତା ଅନୀଲ ବିଶ୍ବାଳ ପଚାରିଛନ୍ତି, ଯଦି…