ଅନ୍ଧାରି ବିଜେ ବେଳେ ବିଜେଡି ନେତାଙ୍କ ବାସଭବନରେ ରେଡ୍
କେନ୍ଦ୍ରାପଡ଼ା: ସରିଛି ଶେଷ ପର୍ଯ୍ୟାୟ ପାଇଁ ପ୍ରଚାର। ଏବେ ଅନ୍ଧାରି ବିଜେ। ଜୁନ ଏକରେ ପଡ଼ିବ ଭୋଟ୍। ପଟ୍ଟାମୁଣ୍ଡାଇସ୍ଥିତ ଜଣେ ବିଜେଡି ନେତାଙ୍କ ବାସଭବନରେ ଗୁରୁବାର ବିଭିନ୍ନ ଏଜେନ୍ସି ଚଢ଼ାଉ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ବିଜେଡି ପଟ୍ଟାମୁଣ୍ଡାଇ ନଗର ସଭାପତି ଖଗେଶ୍ୱର…