Latest Odisha News

BREAKING NEWS

ବିଭିନ୍ନ ସହରରେ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ସହର ବିକାଶ ଇତିହାସରେ ଆଜି ଏକ ନୂଆ ମାଇଲଷ୍ଟୋନ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି 5-T ଉପକ୍ରମରେ ସହରବାସୀଙ୍କ ନିମନ୍ତେ ଅନେକ ସୁବିଧା ଯଥା ପିଇବା ପାଣି ସୁବିଧା, ଡ୍ରିଙ୍କ ଫ୍ରମ୍ ଟ୍ୟାପ୍, ପକ୍କା ରାସ୍ତା, ସ୍ବରେଜ୍ ସିଷ୍ଟମ୍ ଓ ଅନେକ ନାଗରିକ…

ବିଜେଡିର ମିଶ୍ରଣ ପର୍ବ

ଭୁବନେଶ୍ୱର: ନିର୍ବାଚନ ଯେତିକି ପାଖକୁ ଆସୁଛି ରାଜନୀତି ସେତିକି ସରଗରମ ହେଉଛି । ଆଉ ଏବେ ନେତା ଓ କର୍ମୀଙ୍କ ଦଳ ଅଦଳବଦଳ ଜାରି ରହିଛି । କିଏ କଂଗ୍ରେସ ଛାଡ଼ି ବିଜେଡିରେ ମିଶୁଛି, ଆଉ କିଏ ବିଜେପି ଛାଡ଼ି ବିଜେଡିରେ ମିଶୁଛନ୍ତି । ଆଜି କଳାହାଣ୍ଡିରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ…

ବଢିଲା ଏଚଆରଏମଏସ ପୋର୍ଟାଲରେ କର୍ମଚାରୀମାନଙ୍କ ତଥ୍ୟ ଅଦ୍ୟତନ କରିବାର ସମୟ ସୀମା

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀମାନଙ୍କୁ ସେମାନଙ୍କ ସମ୍ପର୍କରେ ସବିଶେଷ ସଂକ୍ଷିପ୍ତ ତଥ୍ୟ(ପ୍ରୋଫାଇଲ୍ ଡାଟା) ଏଚଆରଏମଏସ୍ ପୋର୍ଟାଲରେ ଆବେଦନ ଅଦ୍ୟତନ(ଅପଡେସନ) କରିବା କାର୍ଯ୍ୟ ଆଗାମୀ ୨୦୨୪ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି…

ଶ୍ରୀମନ୍ଦିର ରତ୍ନଭଣ୍ଡାର କାନ୍ଥରେ ଫାଟ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର କାନ୍ଥରେ ଫାଟ ସୃଷ୍ଟି ହୋଇଛି । ରତ୍ନଭଣ୍ଡାରର ଉତ୍ତର ପାଶ୍ୱର୍ରେ ଏହି ଫାଟ ହୋଇଥିବା ଦେଖିବାକୁ ମିଳିଛି । ଏଏସଆଇ ପକ୍ଷରୁ କରାଯାଇଥିବା ଲେଜର ସ୍କାନିଂରୁ ରିପୋର୍ଟ ତଥ୍ୟ ମିଳିଛି କି ରତ୍ନ ଭଣ୍ଡାରର କାନ୍ଥରେ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି ।…

ହୋଲି ପୂର୍ବରୁ ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭେଟି, ଆସିଲା ପିଏମ କିସାନର ୧୬ତମ କିସ୍ତି

ନୂଆଦିଲ୍ଲୀ: ହୋଲି ପୂର୍ବରୁ ଦେଶର ଚାଷୀ ଭାଇଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ ଉପହାର । ପୂର୍ବ ମହାରାଷ୍ଟ୍ରର ବିଦର୍ଭ ଅନ୍ତର୍ଗତ ୟବତମାଳ ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ପିଏମ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ଧନରାଶୀ ବଣ୍ଟନ କରିଛନ୍ତି ।…

ରତ୍ନଭଣ୍ଡାର ତଦାରଖ ପାଇଁ କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ, ଜଷ୍ଟିସ ଅରିଜିତ ପଶାୟତଙ୍କୁ ଅଧ୍ୟକ୍ଷ ଦାୟିତ୍ୱ

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମୂଲ୍ୟବାନ୍ ବସ୍ତୁ ଓ ଅଳଙ୍କାର ତାଲିକା ପ୍ରସ୍ତୁତି ତଦାରଖ ପାଇଁ କମିଟି ଗଠନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କମିଟି ଗଠନ ନେଇ ଘୋଷଣା କରିଛନ୍ତି । ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ୍ ପଶାୟତଏହି ଉଚ୍ଚସ୍ତରୀୟ କମିଟିର…

ୟୁଜିସି ଅନୁବନ୍ଧିତ କଲେଜରେ ଲାଗିବ ଛାତ୍ର ଅଭିଯୋଗ ନୀୟମାବଳି ସୂଚନା ଫଳକ

ଭୁବନେଶ୍ୱର: ୟୁଜିସିଙ୍କ ପକ୍ଷରୁ ବିଶ୍ୱବିଦ୍ୟାଳୟଗୁଡ଼ିକୁ କ୍ୟାମ୍ପସରେ ସୂଚନାପୂର୍ଣ୍ଣ ବ୍ୟାନର ଲଗାଇବା ସହ ଛାତ୍ର ଅଭିଯୋଗ ନିୟମାବଳୀ, ୨୦୨୩ ବିଷୟରେ ୱେବସାଇଟ୍ ଓ ବୁଲେଟିନ ବିବରଣୀ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୟୁଜିସି ଅଧ୍ୟକ୍ଷ ମମିଦାଲା ଜଗଦେଶ କୁମାର ଚଳିତ ବର୍ଷ ଫେବୃଆରୀ ୫ ଏକ…

ଟି୨୦ ବିଶ୍ୱକପରେ ମଧ୍ୟ ଶ୍ରେୟାଶ, ଈଶାନ ଖେଳି ନ ପାରନ୍ତି: ରିପୋର୍ଟ

ମୁମ୍ବାଇ: ବିସିସିଆଇ କଥା ନ ମାନିବା ଓ ମିଛ କହିବା ଶ୍ରେୟାଶ ଆୟାର ଏବଂ ଈଶାନ କିଶାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ସେଂଟ୍ରାଲ କଂଟ୍ରାକ୍ଟରୁ ବାଦ ପଡିବା ପରେ ଏବେ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁସାରେ ଆଗାମୀ ଟି୨୦ ବିଶ୍ୱକପରେ ବି ଏହି ଦୁଇ ଖେଳାଳିଙ୍କ ସୁଯୋଗ ନ…

ବିଜେପିରେ ମିଶିଲେ ବିବାଦୀୟ ବିଧାୟକ

ଭୁବନେଶ୍ବର: ବିଜେପିରେ ମିଶିଲେ ଚିଲିକାର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଶଙ୍ଖ ଛାଡ଼ି ପଦ୍ମ ଧରିଲେ ପ୍ରଶାନ୍ତ ଜଗଦ୍ଦେବ ।ବିଜେପିରେ ମିଶିବା ପରେ ପ୍ରଶାନ୍ତ କହିଛନ୍ତି ଓଡିଶାରେ ଛାୟା ସରକାରର ଶାସନ ଚାଲିଛି ଏବଂ ଏହା ବିତାଡିତ ହେବା ଆବଶ୍ୟକ । ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ଏହା ନିଶ୍ଚିତ…

ବେଜିଂରେ ଆୟୋଜିତ ହେବ ୨୦୨୭ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ

ବେଜିଂ: ଚୀନର ବେଜିଂରେ ୨୦୨୭ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ ଆୟୋଜିତ ହେବ । ୱାର୍ଲ୍ଡ ଆଥଲେଟିକ୍ସ ଇଣ୍ଡୋର ଚାମ୍ପିୟନଶିପ ଆୟୋଜିତ ହେବା ପୂର୍ବରୁ ଗ୍ଲାସଗୋରେ ୨୩୪ତମ ବିଶ୍ୱ ଆଥଲେଟିକ୍ସ ପରିଷଦ ବୈଠକରେ ଏ ସମ୍ପର୍କରେ ନିଷ୍ପତି ନିଆଯାଇଥିଲା । ରୋମ ପ୍ରତିଯୋଗିତା ଆୟୋଜନ ଦୌଡରୁ ଓହରିଯିବା…