ଭୂକମ୍ପରେ ଥରିଲା ମହାରାଷ୍ଟ୍ର; ୧୦ ମିନିଟରେ ୨ ଝଟକା
ମୁମ୍ୱାଇ: ଆଜି ସକାଳୁ ସକାଳୁ ଭୂକମ୍ପରେ ଥରିଲା ମହାରାଷ୍ଟ୍ରର ହିଂଗୋଲ । ୧୦ ମିନିଟରେ ଲଗାତାର ଦୁଇ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୫ ଓ ୩.୬ ଥିଲା ।
ଭୂକମ୍ପର ପ୍ରଥମ ଝଟକା ସକାଳ ୬ଟା ୮ ମିନିଟରେ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ…