Latest Odisha News

BREAKING NEWS

ସନ୍ଦେଶଖାଲି କାଣ୍ଡ: ମମତା ସରକାରଙ୍କ ବଡ ନିଷ୍ପତି, ଶାହାଜାହାନ ଶେଖ୍ ମାମଲାର ଯାଞ୍ଚ କରିବେ ସିଆଇଡି

କୋଲକାତା; ବହୁଚର୍ଚ୍ଚିତ ସନ୍ଦେଶଖାଲି ବିବାଦରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଶାହାଜାହାନ ଶେଖଙ୍କ ମାମଲାରେ ଏକ ବଡ ପଦକ୍ଷେପ ନେଇଛନ୍ତି ପଶ୍ଚିମବଙ୍ଗ ସରକାର । ଶାହାଜାହାନ ଶେଖ ମାମଲାର ତଦନ୍ତକୁ ସିଆଇଡି ହାତକୁ ହସ୍ତାନ୍ତର କରିଛନ୍ତି ସରକାର । ସନ୍ଦେଶଖାଲି ଘଟଣା ପୁରା ଦେଶରେ ହଇଚଇ…

ସବୁଠୁ ଶକ୍ତିଶାଳି ୧୦୦ ଭାରତୀୟଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ମୋଦୀ, ଜାଣନ୍ତୁ କେଉଁ ସ୍ଥାନରେ ଅଛନ୍ତି ଅମିତ୍ ଶାହା

ନୂଆଦିଲ୍ଲୀ: ପ୍ରକାଶ ପାଇଛି ମୋଷ୍ଟ ପାୱାରଫୁଲ୍ ଭାରତୀୟ ୨୦୨୪ ତାଲିକା । ପ୍ରଥମ ସ୍ଥାନରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ତାଲିକାରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ରାଷ୍ଟ୍ରିୟ ସ୍ଵୟଂ ସେବକ ସଂଗଠନ (ଆରଏସଏସ) ନେତାମାନେ ମଧ୍ୟ ସାମିଲ ହୋଇଛନ୍ତି । ଏହା ବ୍ୟତୀତ ପ୍ରସିଦ୍ଧ…

ମାତାପିତା ହେବେ ଦୀପଭିର, ଇନଷ୍ଟାରେ ଦେଲେ ଗୁଡ୍ ନ୍ୟୁଜ୍

ମୁମ୍ବାଇ: ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ ଦୀପିକା ପାଦୁକୋନ ଏବଂ ରଣବୀର ସିଂ । ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ସେ ପ୍ରେଗନେଣ୍ଟ ଥିବା ସୂଚନା ଦେଇଛନ୍ତି । ଏହି ଖବର ପାଇବା ମାତ୍ରେ ପ୍ରଶଂସକମାନେ ଖୁସି ହୋଇଯାଇଛନ୍ତି । ଗତ କିଛି ଦିନ ପୂର୍ବେ ଦୀପିକା ଏବଂ ରଣବୀର…

ଆଜି ସିବିଆଇରେ ହାଜର ହେବେନି ଅଖିଳେଶ!

ଲକ୍ଷ୍ନୌ: ବେଆାଇନ୍ ଖଣି ଖନନ ମାମଲାରେ ଆଜି ସିବିଆାଇରେ ହାଜର ହେବେନି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ । ଦଳ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବେଆାଇନ୍ ଖଣି ଖନନ ମାମଲାରେ ଆଜି ହାଜର ହେବାକୁ ସିବିଆଇ ପକ୍ଷରୁ ଅଖିଳେଶଙ୍କୁ କୁହାଯାଇଥିଲା । ଦଳ ପକ୍ଷରୁ କୁହାଯାଇଛି ଲକ୍ଷ୍ନୌ ପାର୍ଟି…

ଏକ୍ସର ନୂଆ ଫିଚର, ମାଗଣାରେ କରିପାରିବେ ଅଡିଓ ଓ ଭିଡିଓ କଲ୍

ନୂଆଦିଲ୍ଲୀ: ବିନା ନମ୍ବର ଏବଂ ବିନା ପ୍ରିମିୟମ୍ ସବସ୍କ୍ରିପସନ୍ ରେ ଅଡିଓ ଓ ଭିଡିଓ କଲ୍ କରିପାରିବେ ଏକ୍ସ ୟୁଜର୍ସ । ଏକ୍ସ ଆଣିଲା ନୂତନ ଫିଚର୍ । ବର୍ତ୍ତମାନ ଏକ୍ସ ବ୍ୟବହାର କରୁଥିବା ସମସ୍ତ ଉପଭୋକ୍ତା ଏହାର ଫାଇଦା ନେଇପାରିବେ । ମେଟାର ହ୍ଵାଟସଆପ ପରି ଅନ୍ୟାନ୍ୟ କମ୍ପାନିକୁ ଏହା କଡା…

ସେଲଫି ଉଠାଉଥିଲେ ଫ୍ୟାନ୍, ଅଲି ଫଜଲଙ୍କ ଶାର୍ଟ ଉପରେ ଢ଼ଳିଗଲା କଫି

ନୂଆଦିଲ୍ଲୀ: ସେଲିବ୍ରେଟିଙ୍କ ସହ ଫୋଟ ଉଠାଇବାକୁ ସମସ୍ତେ ଭଲ ପାଆନ୍ତି। କିଏ ସେଲଫି ଉଠାନ୍ତି ଆଉ କିଏ ଫୁଲ୍ ପୋଜ୍ ଦେଇ ଉଠାଇବାକୁ ଇଚ୍ଛା କରନ୍ତି । ନିକଟରେ ଜଣେ ପ୍ରଶଂସକ ଅଭିନେତା ଅଲି ଫଜଲଙ୍କ ସହ ସେଲଫି ନେବାକୁ ଯାଇଥିଲେ । ହେଲେ ଅବହେଳା କାରଣରୁ ଅଲି ଫଜଲ ହାତରେ ଧରି ଥିବା କଫି ତାଙ୍କ…

୫ରେ ଓଡ଼ିଶା ଆସିବେ ମୋଦୀ

ଯାଜପୁର: ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମାର୍ଚ୍ଚ ୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବା ନେଇ ସହପ୍ରଭାରୀ ଲତା ଉସେଣ୍ଡି ସୂଚନା ଦେଇଛନ୍ତି । ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ କର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ କାର୍ଯ୍ୟକ୍ରମ ସ୍ଥିର ହେବ…

ମହାଶିବରାତ୍ରୀରେ କରନ୍ତୁ ଏହି ୫ଟି ଦାନ, ମିଳିବ ଶୁଭଫଳ

ଭୁବନେଶ୍ଵର: ଆସନ୍ତା ମାର୍ଚ୍ଚ ୮ତାରିଖରେ ପଡୁଛି ମହାଶିବରାତ୍ରୀ । ପ୍ରତିବର୍ଷ ଫାଲଗୁନ୍ ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ମହାଶିବରାତ୍ରୀ ପର୍ବ ପାଳନ କରାଯାଏ । ଶାସ୍ତ୍ର ଅନୁସାରେ, ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ହୋଇଥିଲା । ଏହି ଦିନ ଦେଶର କୋଣ ଅନୁକୋଣରେ ଥିବା ସମସ୍ତ ଶୈବ ପୀଠରେ…

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବିଲ୍‌ ପାସ କରିବାକୁ ନେଉଥିଲେ ୧୦ ହଜାର ଟଙ୍କା ଲାଞ୍ଚ

ରାଉରକେଲା: ଭିଜିଲାନ୍ସ ଜାଲରେ ରାଉରକେଲା ଇଏସଆଇ ମେଡିକାଲର ଡିସପେନସରୀ ବରିଷ୍ଠ କିରାଣୀ ଅଭିରାମ ସାହୁ । ଜଣେ ରୋଗୀଙ୍କ ବିଲ୍‌ ପାସ୍‌ କରିବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ କାବୁ କଲା ଭିଜିଲାନ୍ସ । ଖବର ମୁତାବକ, ବିଶ୍ୱନାଥ ସିଂହ ଦୁର୍ଘଟଣାରେ ଆହତ ହୋଇ ପ୍ରଥମେ ଇଏସଆଇ ମଡେଲ…

ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ଚିଠି, କେଜ୍ରିଓ୍ବାଲଙ୍କ ବିରୋଧରେ ଲଢ଼ିବେ ନିର୍ବାଚନ

ନୂଆଦିଲ୍ଲୀ: ତିହାଡ ଜେଲରୁ ମହାଠକ ସୁକେଶ ଚନ୍ଦ୍ରଶେଖର ପଠାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଜେଲରେ ଭିତରେ ରହି ମୁଖ୍ୟମନ୍ତ୍ରୀଙ୍କୁ ଧମକପୂର୍ଣ୍ଣ ଚିଠି ସୁକେଶ ଲେଖିଥିବା ଅଭିଯୋଗ ହୋଇଛି । ଚିଠିରେ ସୁକେଶ ଲେଖିଛନ୍ତି ଏକ ନମ୍ବରକୁ ୩ଦିନ ହେବ ତାଙ୍କ ପରିବାର ଲୋକଙ୍କ ପାଖକୁ ଫୋନ୍…