Latest Odisha News

BREAKING NEWS

ମାଆର ମଜା କଥାରେ କୋମାରୁ ଉଠିଲେ ଝିଅ

ନ୍ୟୁୟର୍କ: ପରିବାରର ସ୍ନେହ, ଶ୍ରଦ୍ଧା ଓ ଭଲପାଇବାରେ ଭଗବାନ ମଧ୍ୟ ସାମିଲ ହେବାକୁ ଚାହାନ୍ତି । ସେ ସେହି ପରିବାରକୁ ସର୍ବଦା ବିପଦମୁକ୍ତ କରିବା ପାଇଁ ଆଗେଇ ଆସିଥାନ୍ତି ବୋଲି ଅନେକଙ୍କ ବିଶ୍ୱାସ ରହିଛି । ଏଭଳି ଏକ ଘଟଣା ଆମେରିକାରେ ଘଟିଛି । ଯାହାକି ଡାକ୍ତରମାନଙ୍କୁ ମଧ୍ୟ ଚକିତ କରି ଦେଇଛି…

ରାଜ୍ୟରେ ଶୀତ ଉଭାନ; ଏବେଠୁ ଅନୁଭୂତ ଅସହ୍ୟ ତାତି, ଆସନ୍ତା ୧୦ ରୁ ମିଳିବ ଆଶ୍ବସ୍ତି

ଭୁବନେଶ୍ବର: ରାଜ୍ୟରେ ଏବେ ଶୀତ ଗାଏବ ଥିବାବେଳେ, ବୃଦ୍ଧି ପାଉଛି ତାପମାତ୍ରା । ଏବେଠାରୁ ଅସହ୍ୟ ଗରମ ହେବା ଆରମ୍ଭ ହେଲାଣି । ଦିନ ଦ୍ବିପ୍ରହରେ ବେଳକୁ ପାରଦ ସାମାନ୍ୟ ଠାରୁ ଅଧିକ ରହୁଛି । କେବଳ ଦିନ ନୁହେଁ, ରାତିରେ ବି ଅସ୍ୱାଭାବିକ ତାପମାତ୍ରା ରହୁଛି । ସେହିପରି ରାତିରେ ମଧ୍ୟ…

ସ୍ୱାସ୍ଥ୍ୟାବସ୍ଥାର କରୁଣ ଚିତ୍ର; ବେଡ ଅଭାବରୁ ଫ୍ୟାମିଲି ପ୍ଲାନିଂ ଅପରେସନ୍ ପରେ ଚଟାଣରେ ଶୋଇଲେ ମହିଳା

କେନ୍ଦ୍ରାପଡା: ମେଡିକାଲରେ ବେଡ ଅଭାବରୁ ଚଟାଣରେ ଶୋଇବାକୁ ବାଧ୍ୟ ହେଲେ ମହିଳା ମାନେ । ଫ୍ୟାମିଲି ପ୍ଲାନିଂ ଅପରେସନ୍ ପରେ ମହିଳା ମାନେ ବେଡ ନପାଇ ଶେଷରେ ମେଡିକାଲ ଚଟାଣରେ ଶୋଇରହିଲେ । ଏଭଳି କରୁଣ ଦୃଶ୍ୟ ସାମ୍ନାକୁ ଆସିଛି କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର…

ବିଭକ୍ତି

 ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଯାହାଦ୍ୱାରା ସଂଖ୍ୟା ଓ କାରକର ପରିଚୟ ହୁଏ ତାହା ବିଭକ୍ତି । ବିଭକ୍ତି ପାଇଁ ଗୋଟିଏ ପଦ ବା କାରକ ଅନ୍ୟପଦଠାରୁ ଅଲଗା ବୋଲି ଜାଣିହୁଏ । ଗୋଟିଏ ପଦରୁ ଅନ୍ୟପଦକୁ ବିଭକ୍ତ କରୁଥିବାରୁ ଏହା ବିଭକ୍ତି ଭାବେ ପରିଚିତ ।ର୍କାକାରକରେ ପ୍ରଥମା,…

ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ

କଟକ: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ । ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ ରଘୁବର ଦାସ । ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ନେଇ ଗତ ୨ ତାରିଖରେ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ…

କବିତା : ବାପା

ଆଦ୍ୟାଶା ନନ୍ଦ ମୋ ଦେହେ ଜୀବନ ସଞ୍ଚରିଛ ତୁମେ ତୁମେ ପରା ମୋ ସ୍ପନ୍ଦନ ତୁମେ ମୋର ଗର୍ବ ତୁମେ ଗୌରବ ଈଶ୍ୱରଙ୍କ ବରଦାନ । ଅକୁହା ମନର କୋହକୁ ବୁଝିଛ ବୁଝିଛ ଅବ୍ୟକ୍ତ ଦୁଃଖ ମୋ ଆୟୁଷ ବାପା ତୁମକୁ ଲାଗୁ ହେ ଜୀବନ ହେଉ ସାର୍ଥକ । ସଂସାର ବାଟରେ ହେଲେ ବାଟବଣା ମନ ଖୋଜୁଥାଏ…

ଯେଉଁ ବ୍ୟକ୍ତି ଭଲ କାମ କରନ୍ତି ସେ ସମ୍ମାନ ପାଆନ୍ତି ନାହିଁ: ଗଡକରୀ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ମଙ୍ଗଳବାର କହିଛନ୍ତି ଯେ ଯେଉଁମାନେ ରାଜନୀତିରେ ଭଲ କାମ କରିଛନ୍ତି ସେମାନଙ୍କୁ ସମ୍ମାନ ମିଳିନାହିଁ ଏବଂ ଯେଉଁମାନେ ଖରାପ କାମ କରିଛନ୍ତି ସେମାନଙ୍କୁ କେବେ ଦଣ୍ଡିତ କରାଯାଇନାହିଁ। ରାଜନେତାଙ୍କ ମଧ୍ୟରେ ସୁଯୋଗବାଦ ଓ ବିଚାରଧାରାର ଅବକ୍ଷୟକୁ…

ଶରୀରରେ ଦେଖାଯାଉଥିବା ଏହି ଲକ୍ଷଣଗୁଡ଼ିକ ଭିଟାମିନ୍ ଡି ଅଭାବର କାରଣ, ଜାଣନ୍ତୁ କେଉଁ ଲୋକମାନେ ହୁଅନ୍ତି ବେଶି…

ନୂଆଦିଲ୍ଲୀ: ଆମ ଶରୀର ପାଇଁ ଭିଟାମିନ୍ ଡି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭିଟାମିନ୍ ଡି ଶରୀର ପାଇଁ କ୍ୟାଲସିୟମ୍ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ଏବଂ ହାଡକୁ ଶକ୍ତିଶାଳୀ କରିଥାଏ । ଶରୀରରେ ଭିଟାମିନ୍ ଡି ର ଅଭାବ ହେତୁ ହାଡ ଦୁର୍ବଳ ହୋଇଯାଏ ଏବଂ ବ୍ୟକ୍ତି ର ଶରୀରରେ ହାଡ ସମ୍ବନ୍ଧୀୟ…

ମଧୁବାବୁ ପେନସନ ଯୋଜନାରେ ଯୋଡି ହେବେ ଆଉ ୪ ଲକ୍ଷ ହିତାଧିକାରୀ

ଭୁବନେଶ୍ୱର: ବିଭିନ୍ନ ବର୍ଗର ଲୋକଙ୍କୁ ମାସିକ ପେନସନ ପ୍ରଦାନ କରୁଥିବା ସାମାଜିକ ସୁରକ୍ଷା ଯୋଜନା ମଧୁବାବୁ ପେନସନ ଯୋଜନା (ଏମବିପିୱାଇ)ରେ ଆଉ ୪ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ ଅନୁମୋଦନ…

ଫେବ୍ରୁଆରି ୧୦ରୁ ୭ଟି ଜିଲ୍ଲାରେ ଫାଇଲେରିଆ ବିରୋଧୀ ଅଭିଯାନ ଆରମ୍ଭ ହେବ

ଭୁବନେଶ୍ୱର: ଫେବ୍ରୁଆରି ୧୦ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୭ଟି ଜିଲ୍ଲାରେ ଲିମ୍ଫାଟିକ୍ ଫାଇଲେରିଆସିସ୍ (ଏଲ୍ ଏଫ୍) ବା ଫାଇଲେରିଆ ନିରାକରଣ ପାଇଁ ଓଡ଼ିଶା ସରକାର ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଆୟୋଜନ କରିବେ। ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, କଟକ, କନ୍ଧମାଳ, ଖୋର୍ଦ୍ଧା ଓ ନୟାଗଡ଼…