ଚାଉଳ, ଡାଲି, ଅଟା ପରେ ଏବେ ଶାସ୍ତା ମସୁର ଡାଲି ବିକ୍ରି କରିବେ କେନ୍ଦ୍ର ସରକାର, ବଜାରକୁ ଆସିବ ଭାରତ ମସୁର ଡାଲି
ନୂଆଦିଲ୍ଲୀ: ଦରଦାମ ବୃଦ୍ଧି ଭିତରେ ଚଳିତ ବର୍ଷ ଡାଲି ଦର ମଧ୍ୟ ରେକର୍ଡ ସୃଷ୍ଟି କରିଛି । ପ୍ରଥମେ ବୁଟ ଡାଲି, ଅଟା ଏବଂ ଚାଉଳ ପରେ ବର୍ତ୍ତମାନ ସରକାର ଶସ୍ତା ଦରରେ ବଜାରରେ 'ଭାରତ ମସୁର ଡାଲି' ଲଞ୍ଚ କରିବାକୁ ଯୋଜନା କରିଛନ୍ତି । ନିର୍ବାଚନ ବର୍ଷରେ ସରକାର ଏହି ଉପହାର ଦେବାର ଉଦ୍ଦେଶ୍ୟ…