ମେସିନ୍ ଯୋଗେ ବାଲି ଉଠାଣ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ, ପରିବହନ ଉପରେ କଟକଣା
କଟକ: ମେସିନ ବ୍ୟବହାର କରି ନଦୀ କୂଳରେ ବାଲି ଉତ୍ତୋଳନ ଉପରେ କଟକଣା ଲଗାଇବା ସହ ବାଲି ପରିବହନ ଉପରେ ଅନେକ କଟକଣା ଜାରି କରିଛନ୍ତି ଓଡ଼ିଶା ହାଇକୋର୍ଟ।
ମେସିନ୍ ଦ୍ୱାରା ବାଲି ଉତ୍ତୋଳନ କରାଯାଇପାରିବ ନାହିଁ ଏବଂ ବୁଧବାରଠାରୁ ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉ ବୋଲି…