Latest Odisha News

BREAKING NEWS

ଆଇପିଏଲର ଆଗାମୀ ସଂସ୍କରଣରୁ ଓହରିଲେ ସାମୀ

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ ସଂସ୍କରଣ ଆରମ୍ଭ ହେବାକୁ ଆଉ ପାଖାପାଖି ମାସେ ସମୟ ରହିଛି । ତେବେ ଏହା ମଧ୍ୟରେ ୨୦୨୨ ସଂସ୍କରଣର ଚାମ୍ପିୟନ ଟିମ ଗୁଜରାଟ ଟାଇଟାନ୍ସକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ବୋଲର ମହମ୍ମଦ ସାମୀ ଆଘାତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି । ବ୍ରିଟେନରେ ତାଙ୍କର…

ଆଇପିଏଲ ୨୦୨୪: ପ୍ରଥମ ପର୍ଯ୍ୟାୟ କାର୍ଯ୍ୟସୂଚୀ ଘୋଷିତ, ଚେନ୍ନାଇ-ବାଙ୍ଗାଲୋର ଉଦଘାଟନୀ ମୁକାବିଲା

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ସଂସ୍କରଣର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଉଦଘାଟନୀ ମ୍ୟାଚ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ । ମାର୍ଚ୍ଚ ୨୨ରୁ ଏପ୍ରିଲ ୭ ପର୍ଯ୍ୟନ୍ତ ଏହି କାର୍ଯ୍ୟସୂଚୀ ଘୋଷଣା…

ଭୁବନେଶ୍ୱର ଲୋକସଭା ଆସନ: ଅପରାଜିତାଙ୍କୁ ଟକ୍କର ଦେବେ ଶ୍ରୀମୟୀ !

ଭୁବନେଶ୍ୱର: ଆଗାମୀ ନିର୍ବାଚନରେ ଭୁବନେଶ୍ୱର ଦେଖିପାରେ ଜୋରଦାର ଲଢେଇ। ବିଜେଡ଼ିରୁ ଶ୍ରୀମୟୀ ମିଶ୍ର ଓ ବିଜେପିର ଅପରାଜିତା ଷଡଙ୍ଗୀଙ୍କ ନାଁ ସାଂସଦ ପ୍ରାର୍ଥୀ ପାଇଁ ଚର୍ଚ୍ଚା ଜୋର ଧରିଥିବା ବେଳେ କଂଗ୍ରେସ ମଧ୍ୟ ଟାଣୁଆ ନେତାଙ୍କୁ ପ୍ରାର୍ଥୀ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ବିଜେଡ଼ିର…

ଏହି ଗାଁରେ ଲିଭ୍-ଇନରେ ରହିବା ପରେ ହୁଏ ବାହାଘର,ମହିଳାମାନେ କରନ୍ତି ସ୍ଵୟମ୍ବର

ଅହମ୍ମଦାବାଦ: ଆମ ଦେଶରେ ଅନେକ ରାଜ୍ୟ ଅଛି ଯେଉଁଠାରେ ଲିଭ୍-ଇନ୍ ସମ୍ପର୍କକୁ ପ୍ରଶୟ ଦିଆଯାଏ ନାହିଁ । ଲିଭ-ଇନ୍ ସମ୍ପର୍କକୁ ଧାର୍ମିକ ଏବଂ ସାମାଜିକ ସଂଗଠନ ଦ୍ଵାରା ବିରୋଧ କରାଯାଏ । କିନ୍ତୁ ଆପଣ ଜାଣନ୍ତି କି ଆମ ଦେଶରେ ଏପରି ଏକ ଜନଜାତି ଅଛନ୍ତି ଯେଉଁଠାରେ ବିବାହ ପୂର୍ବରୁ ଉଭୟ ପୁଅ ଝିଅ…

ଗୁଲମାର୍ଗରେ ହିମସ୍ଖଳନ କାରଣରୁ ଜଣେ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ, ୬ଜଣ ସୁରକ୍ଷିତ ଉଦ୍ଧାର

ଶ୍ରୀନଗର: ଜାମ୍ମୁ କାଶ୍ମୀରର ଗୁଲମାର୍ଗରେ ଏବେ ଭାରୀ ତୁଷାରପାତ କାରଣରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଏପରି ସ୍ଥିତିରେ ଭାରୀ ତୁଷାରପାତ ଆଜି ଗୁଲମାର୍ଗରେ ହିମସ୍ଖଳନ ହୋଇଛି । ସେଥିରେ ୮ଜଣ ଋଷୀୟ ପର୍ଯ୍ୟଟକ ଫସି ରହିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ବାକି ୬ଜଣ…

ଭାରତର ସବୁଠାରୁ ବଡ ନଦୀ ଗଙ୍ଗା, କିନ୍ତୁ ଭାରତର ସବୁଠାରୁ ସଫା ନଦୀ…

ଶୀଲୋଙ୍ଗ: ଗଙ୍ଗା-ଯମୁନା ପରି ପ୍ରବାହିତ ଅନେକ ନଦୀ ଗୁଡିକୁ ସଫା ରଖିବା ପାଇଁ ପ୍ରତି ବର୍ଷ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ତଥାପି ଏହି ନଦୀ ଗୁଡିକୁ ସମ୍ପୁର୍ଣ୍ଣ ଭାବରେ ସଫା କରାଯାଉନାହିଁ । ଯମୁନାର ଜଳ ଏତେ ଅପରିଷ୍କାର ଯେ ଲୋକମାନେ ଏହି ନଦୀ ଭିତରକୁ ଯିବାକୁ…

ୟୁକେ ନାଗରିକତା ପାଇବେକି ଅକାୟ, ଜାଣନ୍ତୁ କଣ ରହିଛି ୟୁକେ ନାଗରିକତା ପାଇବାର ନିୟମ

ନୂଆଦିଲ୍ଲୀ: ଇଣ୍ଡଷ୍ଟ୍ରିର ସବୁଠାରୁ ଲୋକପ୍ରିୟ ଦମ୍ପତି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଗତ ଫେବୃଆରୀ ୧୫ ତାରିଖରେ ତାଙ୍କ ପରିବାରକୁ ଜଣେ ନୂତନ ସଦସ୍ୟଙ୍କୁ ସ୍ୱାଗତ କରିଛନ୍ତି । ବିରାଟ, ଅନୁଷ୍କା, ଭାମିକାଙ୍କ ସହ ଯୋଡି ହୋଇଯାଇଛନ୍ତି ବିରୁଷ୍କାଙ୍କ ପୁଅ ଅକାୟ । ଅକାୟ ଲଣ୍ଡନରେ…

୫-ଟି ଅଧ୍ୟକ୍ଷଙ୍କ ଉପରକୁ ଟମାଟୋ ମାଡ; ଟମାଟୋ, ଅଣ୍ଡା, ଚପଲ, କାଳିମାଡ, ଗୁଳିମାଡ କଲେ ବି କିଛି ଫରକ ପଡେନି: ପାଣ୍ଡିଆନ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଠାରେ ଆୟୋଜିତ ‘ଆମ ଓଡ଼ିଶା ନବୀନ ଓଡିଶା’ କାର୍ଯ୍ୟକ୍ରମରେ 5-Tଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଯୋଗଦେଇଥିବାବେଳେ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଏହି ସମୟରେ ପାଣ୍ଡିଆନଙ୍କ ଉପରକୁ ଟମାଟୋ ମାଡ଼ ହୋଇଛି । ହେଲେ ପାଣ୍ଡିଆନଙ୍କ ଦେହରେ…

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ: କେଉଁ ଦେଶରେ ହେବ ଦୃଶ୍ୟମାନ

ନୂଆଦିଲ୍ଲୀ: ଆସନ୍ତା ଅପ୍ରେଲ ମାସରେ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି । ଚଳିତ ବର୍ଷର ସୂର୍ଯ୍ୟ ପରାଗ ଅପ୍ରେଲ ୫ ସୋମବାର ଦିନ ଲାଗିବାକୁ ଯାଉଛି । ଏହି ସୂର୍ଯ୍ୟପରାଗ ଉତ୍ତର ଆମେରିକା, ମେକ୍ସିକୋ, କାନାଡା ସମେତ ପ୍ରଶାନ୍ତ ମହାସାଗରରେ ଦୃଶ୍ୟମାନ ହେବ । ଭାରତରେ ଏହି…

ପଦ୍ମ ଛାଡ଼ିଲେ ବିଧାୟକ ମନୋରଞ୍ଜନ ସେଠୀ

ବଡ଼ସାହି:ଭାରତୀୟ ଜନତା ପାର୍ଟି ବଡ଼ସାହିର ପ୍ରାକ୍ତନ ବିଧାୟକ ମନୋରଞ୍ଜନ ସେଠୀ । ତାଙ୍କର ଏପରି ନିଷ୍ପତ୍ତି ବଡ଼ସାହି ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସେ ଦଳର ପ୍ରାଥମିକତା ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସେ ଇସ୍ତଫା ପତ୍ରରେ ଉଲ୍ଲେଖ…