Latest Odisha News

BREAKING NEWS

ଭୁବନେଶ୍ୱର ଉପକଣ୍ଠରୁ ଜବତ ହେଲା ୫୦୦ କେଜି ଭାଙ୍ଗ ଓ ୨୫ କେଜି ଗଞ୍ଜେଇ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଦୁଇଟି ପୃଥକ ମାମଲାରେ ଅବକାରୀ ଅଧିକାରୀମାନେ ୫୦୦ କିଲୋରୁ ଅଧିକ ଭାଙ୍ଗ ଓ ୨୫ କେଜି ଗଞ୍ଜେଇ ଜବତ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବାଲିପାଟଣା ଥାନା ଅନ୍ତର୍ଗତ ବାହୁଖଣ୍ଡା ଗ୍ରାମରେ ବିପୁଳ ପରିମାଣର ଭାଙ୍ଗ (ଗଞ୍ଜେଇ ପତ୍ର) ଗଚ୍ଛିତ ରହିଥିବା ନେଇ…

ଆଇପିଏଲ୍ ୨୦୨୪: ବାରବାଟୀ ଷ୍ଟାଡିୟମରେ ଖେଳାଯାଇପାରେ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍

କଟକ: ବାରବାଟୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ଏକ ମ୍ୟାଚ ଖେଳାଯାଇପାରେ। ମାର୍ଚ୍ଚରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ମ୍ୟାଚ ଆରମ୍ଭ ହେଉଥିବା ବେଳେ ଓଡ଼ିଶା କ୍ରୀଡାପ୍ରେମୀମାନଙ୍କ ପାଇଁ ଏହା ଏକ ଖୁସି ଖବର ବୋଲି କୁହାଯାଉଛି। ଆଇପିଏଲ୍ ଫ୍ରାଞ୍ଚାଇଜ୍ ଦିଲ୍ଲୀ…

କାଳିଆ ଯୋଜନା ଓ ଛାତ୍ରବୃତ୍ତି ଆଗାମୀ ୩ ବର୍ଷ ପାଇଁ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଶା କ୍ୟାବିନେଟ୍ ବୈଠକରେ ୨୦୨୪-୨୫ରୁ ୨୦୨୬-୨୭ ପର୍ଯ୍ୟନ୍ତ ଆଗାମୀ ତିନି ବର୍ଷ ପାଇଁ କାଳିଆ ଯୋଜନା ଓ ଛାତ୍ରବୃତ୍ତି ପାଇଁ ୬୦୨୯.୭୦ କୋଟି ଟଙ୍କାର ବଜେଟ୍ ମଞ୍ଜୁର କରାଯାଇଛି। ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ…

ଭୁବନେଶ୍ୱରରେ ଗ୍ରୀଷ୍ମ ପ୍ରବାହ ଜାରି, ସୋନପୁରରେ ସର୍ବାଧିକ ତାପମାତ୍ରା ରେକର୍ଡ

ଭୁବନେଶ୍ୱର: ରାଜଧାନୀରେ କ୍ରମାଗତ ତୃତୀୟ ଦିନ ପାଇଁ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଗୁରୁବାର ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୩୫.୪ ଡିଗ୍ରି ରେକର୍ଡ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଓଡ଼ିଶାର ସବୁଠାରୁ ଉତ୍ତପ୍ତ ସ୍ଥାନ ହେଉଛି ସୋନପୁର, ଯେଉଁଠାରେ ପାରଦ…

୪ର୍ଥ ଟେଷ୍ଟରେ ଇଂଲଣ୍ଡକୁ ଅସୁବିଧାରେ ପକାଇବେ ଯଶସ୍ୱୀ

ରାଂଚୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ର୍ଥ କ୍ରିକେଟ ଟେଷ୍ଟ ରାଂଚୀରେ ଶୁକ୍ରବାରଠାରୁ ଆରମ୍ଭ ହେବ । ୨-୧ରେ ଅଗ୍ରଣୀ ଥିବା ଟିମ ଇଣ୍ଡିଆ ଏହି ମ୍ୟାଚକୁ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିବ । ତେବେ ଏହି ମ୍ୟାଚରେ ଇଂଲଣ୍ଡକୁ ଅଧିନାୟକ ରୋହିତ ଶର୍ମା ରୋକିବା ପାଇଁ ଏକ ଯଶସ୍ୱୀ ଜୈସୱାଲଙ୍କୁ…

ସୁରକ୍ଷିତ ଭ୍ରୁଣକୁ ପିଲା ବୋଲି ଭାବ: ଆଲବାମା ସୁପ୍ରିମକୋର୍ଟ

ନ୍ୟୁୟର୍କ: ଆଲବାମା ରାଜ୍ୟର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତିର ଶୁଣାଣୀ କରିଛନ୍ତି । ଏଥିରେ କୁହାଯାଇଛି ଫ୍ରୋଜନ ଏମ୍ବ୍ରୋୟ (ସୁରକ୍ଷିତ ଭ୍ରୁଣ) ପିଲା ବୋଲି ଭାବ, ଏହାକୁ ମନଇଚ୍ଛା ନଷ୍ଟ କରିପାରିବ ନାହିଁ । ଯିଏ ବି କେହି ଏହାକୁ ନଷ୍ଟ କରିବାରେ ଦୋଷୀ ସାବ୍ୟସ୍ତ ହେବେ କଠୋର…

ଜାଣିଛନ୍ତି କି ସବୁଠାରୁ ପୁରୁଣା ବହିର ନାଁ କଣ ରହିଛି, ପଢନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ଯଦି ଆପଣଙ୍କୁ କେବେ ପଚରାଯାଏ କି ବିଶ୍ୱର ପ୍ରଥମ ପୁସ୍ତକର ନାଁ କଣ? ଆପଣ କଣ କହିପାରିବେ କି। ପ୍ରାୟତଃ ଏହାର ଉତ୍ତର ନାଁ ହେବ। କିମ୍ବା ଉତ୍ତର ନିଶ୍ଚିତ ଭାବେ ଦେବାରେ କଠିନ ହୋଇପାରେ। କିନ୍ତୁ ଐତିହାସିକଙ୍କ ଅନୁଯାୟୀ ଅଣଦେଖା କରା ନ ଯାଏ ତେବେ ଦୁନିଆର ପ୍ରଥମ ପୁସ୍ତକର ଇତିହାସ…

୨୦୩୦ ଭାରତ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଅର୍ଥବ୍ୟବସ୍ଥିତ ରାଷ୍ଟ୍ର ହେବ, ରିପୋର୍ଟରେ ଆସିଲା ଚମକାଇଲା ଭଳି ତଥ୍ୟ

ନୂଆଦିଲ୍ଲୀ: ଭାରତର ଅର୍ଥବ୍ୟବସ୍ଥା ଦୃତ ବେଗରେ ବୃଦ୍ଧି ପାଉଛି। ବିଶ୍ୱ ବ୍ୟାଙ୍କ, ସଂଯୁକ୍ତ ରାଷ୍ଟ୍ର, ଅନ୍ତର୍ଜାତୀୟ ମନେଟାରି ଫଣ୍ଡ ଭଳି ଏଜେନ୍ସିଙ୍କ କହିବା ଅନୁଯାୟୀ ଭାରତୀୟ ଅର୍ଥବ୍ୟବସ୍ଥା ବିଶ୍ୱର ସବୁଠାରୁ ଦୃତ ବିକଶିତ ରାଷ୍ଟ୍ର ଭାବେ ଉଭା ହୋଇଛି। ଭାରତ ବର୍ତ୍ତମାନ ୭ ପ୍ରତିଶତରୁ…

ଶସ୍ତା ହେଲା ଗହମ, କାରଣ କହିଲା ଏଫସିଆଇ

ନୂଆଦିଲ୍ଲୀ: ଗହମ, ଚାଉଳର ବର୍ଦ୍ଧିତ ଦର ଓ ଦରବୃଦ୍ଧି ଉପରେ ନିୟନ୍ତ୍ରଣ ଆଣିବାକୁ ବିଗତ କିଛି ଦିନ ଧରି ଖୁଚୁରା ବଜାରରେ ବିକ୍ରି ଆରମ୍ଭ କରିଥିଲା ଭାରତୀୟ ଖାଦ୍ୟ ଉଦ୍ୟୋଗ। ଏଫସିଆଇ ପକ୍ଷରୁ ଗହମ ବିକ୍ରି ପରେ ଗହମର ମୂଲ୍ୟରେ ହ୍ରାସ ଘଟିଥିବା ଦେଖିବାକୁ ମିଳିଥିଲା। ଫେବୃଆରୀ ଶେଷ ସୁଦ୍ଧା…

ଆଇପିଏଲର ଆଗାମୀ ସଂସ୍କରଣରୁ ଓହରିଲେ ସାମୀ

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ ସଂସ୍କରଣ ଆରମ୍ଭ ହେବାକୁ ଆଉ ପାଖାପାଖି ମାସେ ସମୟ ରହିଛି । ତେବେ ଏହା ମଧ୍ୟରେ ୨୦୨୨ ସଂସ୍କରଣର ଚାମ୍ପିୟନ ଟିମ ଗୁଜରାଟ ଟାଇଟାନ୍ସକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ବୋଲର ମହମ୍ମଦ ସାମୀ ଆଘାତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି । ବ୍ରିଟେନରେ ତାଙ୍କର…