Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଶ୍ରୀମନ୍ଦିର ଓ ପ୍ରତ୍ନତତ୍ତ୍ଵ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ନିର୍ମାଣ ଶୈଳୀ ଆଲୋଚନା ସମୟରେ ଆମେ ଜାଣିବାକୁ ପାଇଥିଲେ ଯେ ବର୍ତ୍ତମାନ ଦୃଶ୍ୟ ହେଉଥିବା ମନ୍ଦିର ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ଶ୍ରୀମନ୍ଦିର…

ହାର୍ଟ ଆଟାକ ଓ କାର୍ଡିୟକ ଆରେଷ୍ଟ ମଧ୍ୟରେ ପାର୍ଥକ୍ୟ କ’ଣ? ଜାଣନ୍ତୁ କେଉଁ ଲକ୍ଷଣରୁ କିପରି ବୁଝିବେ…

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ହାର୍ଟ ଆଟାକ ଏବଂ କାର୍ଡିୟକ ଆରେଷ୍ଟର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ହାର୍ଟ ଆଟାକ ଏବଂ କାର୍ଡିୟକ ଆରେଷ୍ଟର ଲକ୍ଷଣଗୁଡ଼ିକ ପ୍ରାୟତଃ ସମାନ ଅଟେ । ଏଭଳି ପରିସ୍ଥିତିରେ ଅଧିକାଂଶ ଲୋକ ହାର୍ଟ ଆଟାକ ଏବଂ କାର୍ଡିୟକ ଆରେଷ୍ଟର ପାର୍ଥକ୍ୟ ଜାଣିପାରନ୍ତି…

ପ୍ରଧାନ ବିଚାରପତିଙ୍କ ଫିଟନେସ ରାଜ୍

ନୂଆଦିଲ୍ଲୀ: ଚିଫ୍ ଜଷ୍ଟିସ ଅଫ୍ ଇଣ୍ଡିଆ ଡି ୱାଇ ଚନ୍ଦ୍ରଚୂଡ ନିକଟରେ ନିଜର ଫଟିନେସର ରାଜ୍ ଖୁଲାସା କରିଛନ୍ତି। ସେ ପ୍ରତିଦିନ ଭୋର ୩.୩୦ରେ ଉଠନ୍ତି। ନିଜର ନିତ୍ୟକର୍ମ ସରିଲା ପରେ ଯୋଗ  କରନ୍ତି। ସେ ଶାକାହାରୀ ଭୋଜନ ଖାଆନ୍ତି। କାର୍ଯ୍ୟ ଚାପରୁ ମୁକାବିଲା ପାଇଁ ଏକ ସୁସ୍ଥ ଜୀବନ ଶୈଳୀ…

ଆଜିଠୁ ନାଟମଣ୍ଡପ ମରାମତି କାମ ଆରମ୍ଭ, ରାତି ୨ଟାରୁ ଫିଟିବ ଶ୍ରୀମନ୍ଦିର ଦ୍ୱାର

ପୁରୀ: ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିରରେ ନାଟମଣ୍ଡପ ମରାମତି କାମ । ଏଏସଆଇ ପକ୍ଷରୁ ଏହାର ମରାମତି କାର୍ଯ୍ୟ କରାଯିବ । ଦିନ ଗୋଟାଏରୁ ନାଟମଣ୍ଡପ ମରାମତି କାମ ଆରମ୍ଭ ହୋଇ ସନ୍ଧ୍ୟା ୭ ଟାରେ ସରିବ । ନାଟମଣ୍ଡପ ବିମ୍ ରେ ଫାଟ ସୃଷ୍ଟି ହେବା ପରେ ଏହାର ମରାମତି ନେଇ ଏଏସଆଇ ପକ୍ଷରୁ ସମସ୍ତ…

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ  ଦେହାନ୍ତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ମନୋହର ଯୋଶୀଙ୍କ  ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ଗତ ବୁଧବାର ସେ ହୃଦଘାତର ଶିକାର ହୋଇଥିଲେ । ଏହାପରେ ତାଙ୍କୁ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଆଇସିୟୁରେ…

ବିଶ୍ବର ୭ଟି ଏପରି ସ୍ଥାନ ଯାହା ସୃଷ୍ଟି କରେ ସ୍ବର୍ଗର ଭ୍ରମ, ଥରେ ଯାଇ ବୁଲିକି ଆସନ୍ତୁ…

ନୂଆଦିଲ୍ଲୀ: ଦୁନିଆରେ ଏପରି ଅଦ୍ଭୁତ ପ୍ରାକୃତିକ ଦୃଶ୍ୟ ରହିଛି ଯାହା ଆଖିରେ ନଦେଖିଲେ ଆପଣ ବିଶ୍ବାସ କରିପାରିବେ ନାହିଁ । ଏହା ଦେଖିବା ପରେ ଆପଣ ମଧ୍ୟ ନିଶ୍ଚିତ ଭାବରେ ଜୀବନରେ ଥରେ ହେଲେ ସେହି ସ୍ଥାନକୁ ପରିଦର୍ଶନ କରିବାକୁ ଚାହିଁବେ । ପ୍ରକୃତି ନିଜେ ଏଗୁଡିକ ତିଆରି କରିଛି, ଯାହା…

ସ୍ୱାମୀଙ୍କୁ ଭରଣପୋଷଣ ଦେବାକୁ ମହିଳାଙ୍କୁ ନିର୍ଦ୍ଦେଶ ଦେଲେ କୋର୍ଟ

ଭୋପାଳ: ଇନ୍ଦୋରର ଏକ ପାରିବାରିକ ଅଦାଲତ ଏକ ବିରଳ ରାୟ ଶୁଣାଇ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କୁ ମାସିକ ୫,୦୦୦ ଟଙ୍କା ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯୌତୁକ ପାଇଁ ସ୍ୱାମୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରି ମହିଳା ଜଣକ ସ୍ୱାମୀଙ୍କୁ ସମର୍ଥନ…

ନିର୍ବାଚନ ବେଳେ ‘ନାଗ ଭୟ’, ନେତା ଓ ପ୍ରଶାସନିକ ଅଧିକାରୀଙ୍କ ବଢ଼ିଲାଣି କି ହୃଦସ୍ପନ୍ଦନ?

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଅର୍ଚ୍ଚନା ନାଗ ମାମଲା ରାଜନୈତିକ ଝଡ ସୃଷ୍ଟିକରିପାରେ ବୋଲି ଚର୍ଚ୍ଚା ହେଉଛି। କାରଣ ଏହି ମାମଲାରେ ରାଜନୈତିକ ଓ ପ୍ରଶାସନିକ ବଡ଼ ବଡ଼ ବ୍ୟକ୍ତିଙ୍କ ବ୍ଲାକମେଲିଂ କାହାଣୀ ଲୁଚି ରହିଛି। ଅନେକ ରାଜନୈତିକ ନେତା ଓ ପ୍ରଶାସନିକ…

ସ୍ୱୟମ ଯୋଜନା: ସିଜିଟିଏମଏସଇ ସହ ରାଜ୍ୟ ସରକାରଙ୍କ ବୁଝାମଣା ପତ୍ର ସ୍ୱାକ୍ଷର

ଭୁବନେଶ୍ୱର: ଓଡ଼ିଶା ସରକାର କ୍ରେଡିଟ୍ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟ ଫର୍ ମାଇକ୍ରୋ ଆଣ୍ଡ୍ ସ୍ମଲ ଏଣ୍ଟରପ୍ରାଇଜେସ୍ (ସିଜିଟିଏମ୍ଏସ୍ଇ) ସହ 'ସ୍ୱୟମ୍' ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଗୁରୁବାର ଭୁବନେଶ୍ୱରରେ ସିଜିଟିଏମଏସଇର ମୁଖ୍ୟ କାର୍ଯ୍ୟନିର୍ବାହୀ…

ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ୨ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ରାଜଗାଙ୍ଗପୁର: ସୁନ୍ଦରଗଡ଼ରେ ଜଣେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରି ପ୍ରାୟ ୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୧୦ ନମ୍ବର ଜାତୀୟ ରାଜପଥ ନିକଟ ରାଜଗାଙ୍ଗପୁରର ପଦମାପାଲି ସ୍ଥିତ ଏକ ପେଟ୍ରୋଲ ପମ୍ପରେ କାମ କରୁଥିବା ଅନୀଲ କୁମାର ତିୱାରୀ…