Latest Odisha News

ଟି୨୦ କ୍ରିକେଟରେ ଦ୍ରୁତ ୧୦ ହଜାର ରନ ସଂଗ୍ରହ କରିବାରେ ରେକର୍ଡ କଲେ ବାବର

ଲାହୋର: ପାକିସ୍ତାନ ସୁପର ଲିଗରେ ବାବର ଆଜମଙ୍କ ବିସ୍ଫୋରକ ବ୍ୟାଟିଂ ଜାରୀ ରହିଛି । ପେଶୱାର ଜାଲମୀର ଅଧିନାୟକ ବାବର ଏଥିସହ ଟି୨୦ କ୍ରିକେଟରେ ଇତିହାସ ରଚିଛନ୍ତି । ସେ ଏହି ଫର୍ମାଟରେ ଦ୍ରୁତ ୧୦ ହଜାର ରନ କରିବାରେ ରେକର୍ଡ କରିଛନ୍ତି । ସେ ବିରାଟ କୋହଲି ଓ କ୍ରିସ ଗେଲଙ୍କୁ ମଧ୍ୟ ପଛରେ ପକାଇ…

ଶାହୀଦଙ୍କୁ ଅଣଦେଖା କଲେ କରୀନା

ମୁମ୍ବାଇ: ଦାଦା ସାହେବ ଫାଲକେ ଆନ୍ତର୍ଜାତୀୟ ପୁରସ୍କାର ସମାରୋହ ମୁମ୍ବାଇରେ ଆୟୋଜିତ ହୋଇଯାଇଛି । ଏଥିରେ ବଲିଉଡର ନାମୀ ଦାମୀ ସେଲିବେଟି ସାମିଲ ହୋଇଥିଲେ । ତେବେ ରେଡ କାର୍ପେଟରେ କରୀନା କାପୁର ଓ ଶାହୀଦ କାପୁର ମୁହାଁମୁହିଁ ହେବାର ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି । ଶାହୀଦ ଫିଲ୍ମ…

ପୁରୀଠାରେ ଉଦଘାଟନ ହେଲା ସ୍ୱର୍ଗରଥ

ପୁରୀ: ପୁରୀରେ ଉଦଘାଟନ ହେଲା ସ୍ଵର୍ଗରଥ । ପୁରୀର ସର୍କିଟ ହାଉସ ଠାରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ କଲ୍ୟାଣ, ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଏବଂ ସରକାରୀ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପୁରୀର ପୁରୁଣା ସଦର ଥାନା ଅଞ୍ଚଳର ନିବାସୀ ସ୍ବର୍ଗତଃ…

ଜଣେ କି ଦୁଇ ଜଣ ନୁହେଁ, ୩୬୫ ରାଣୀଙ୍କୁ ସମ୍ଭାଳୁଥିଲେ ଏହି ରାଜା, ଜାଣନ୍ତୁ କିଏ ସେ…

ଭୁବନେଶ୍ଵର: ଆପଣମାନେ ଶୁଣିଥିବେ ଯେ, ପୂର୍ବ କାଳରେ ରାଜା-ମହାରାଜା ମାନେ ଅନେକ ରାଣୀଙ୍କୁ ବିବାହ କରୁଥିଲେ । କିଏ ୨ଟି ତ କିଏ ୮ଟି । ସେ ତାଙ୍କର ଏହି ରଙ୍ଗୀନ ସ୍ୱଭାବ ପାଇଁ ମଧ୍ୟ ବେଶ୍ ଜଣାଶୁଣା ଥାଆନ୍ତି । କିନ୍ତୁ କଣ ଆପଣ ଏପରି ଜଣେ ରାଜାଙ୍କ ବିଷୟରେ ଜାଣିଛନ୍ତି କି ଯାହାର ୨ କି ୪ଟି…

ସୁଧୀର କୁମାର ଧଙ୍ଗଡ଼ାମାଝୀ ପାଇବେ କିଶୋରୀ ଚରଣ ପୁରସ୍କାର

ଭବାନୀପାଟଣା : କିଶୋରୀ ଚରଣ ସ୍ମୃତି ସଂସଦ ପକ୍ଷରୁ ବିଶିଷ୍ଟ ସାହିତ୍ୟିକ କିଶୋରୀ ଚରଣ ଦାସଙ୍କ ସ୍ମୃତିରେ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ କିଶୋରୀ ଚରଣ ପୁରସ୍କାର ଚଳିତ ବର୍ଷ ପାଇଁ ଗଳ୍ପ ପୁସ୍ତକ ‘ଖଂଗାର୍’ ପାଇଁ ଯୁବ କଥାକାର ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କୁ ପ୍ରଦାନ କରାଯିବ ।…

ଆସନ୍ତାକାଲିଠୁ ଆରମ୍ଭ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା, ଚଳଚଞ୍ଚଳ ମହିମାଗାଦୀ ପୀଠ

ଢେଙ୍କାନାଳ: ଆସନ୍ତାକାଲି ଅର୍ଥାତ୍ ଗୁରୁବାର ଠାରୁ ଆରମ୍ଭ ହେବ ବିଶ୍ବପ୍ରସିଦ୍ଧ ଜୋରନ୍ଦା ମାଘ ମେଳା । ଯାହାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ମହିମା ଧର୍ମର ମୁଖ୍ୟ ପୀଠ । ପ୍ରତିବର୍ଷ ମାଘ ଶୁକ୍ଳ ଚତୁର୍ଦ୍ଦଶୀ ରେ ଏହି ମେଳା ଅନୁଷ୍ଠିତ ହୋଇଥାଏ । ଆସନ୍ତା ୨୨ ରୁ ୨୪ ତାରିଖ ପର୍ଯ୍ୟନ୍ତ ୩ ଦିନ…

ବିଦେଶିନୀଙ୍କୁ ଅସଦାଚରଣ ଅଭିଯୋଗ, ଲିଙ୍ଗରାଜ ମନ୍ଦିର ସେବାୟତ ଗିରଫ

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ନିକଟରେ ବିଦେଶିନୀଙ୍କୁ ଅସଦାଚରଣ କରି ବନ୍ଧା ହେଲେ ସେବାୟତ । ଗିରଫ ସେବାୟତ ଜଣକ ହେଲେ କୁଣ୍ଡୁ ମହାପାତ୍ର । ଅଭିଯୁକ୍ତ ବିରୋଧରେ ଆଇପିସିର ଧାରା ୩୫୪, ୩୫୪ ଏ ରେ ମାମଲା ରୁଜୁ କରାଯାଇଛି । ସୂଚନା ମୁତାବକ, ଲିଙ୍ଗରାଜ ମନ୍ଦିରର ଐତିହ୍ୟ ବିଷୟରେ…

ରାଜ୍ୟର ସବୁ ଜିଲ୍ଲାରେ ପହଞ୍ଚିଲା ଲକ୍ଷ୍ମୀ ବସ୍, ଆଜି ଆଉ ୫ଟି ଜିଲ୍ଲାରେ ହେଲା ଶୁଭାରମ୍ଭ

ଭୁବନେଶ୍ବର: ରାଜ୍ୟର ସମସ୍ତ ଜିଲ୍ଲାରେ ପହଞ୍ଚିଲା ଲକ୍ଷ୍ମୀ ବସ୍ । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ଆଉ ୫ଟି ଜିଲ୍ଲା ତଥା ବାଲେଶ୍ୱର, ଜଗତସିଂହପୁର, ଗଞ୍ଜାମ, ନୂଆପଡା ଓ ବୌଦ୍ଧ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଗ୍ରାମାଞ୍ଚଳରେ…

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ପ୍ରତ୍ୟାହାର ହେବ ଜନଜାତି ସଦସ୍ୟଙ୍କ ଉପରେ ଥିବା ୪୮୦୧୮ ମାମଲା

ଭୁବନେଶ୍ବର: ଓଡିଶାର ଜନଜାତୀ ସଦସ୍ୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟଙ୍କ ବଡ ଘୋଷଣା । ପ୍ରତ୍ୟାହାର ହେବ ସେମାନଙ୍କ ଉପରେ ଥିବା ଅନେକ ଛୋଟ ଛୋଟ ମକଦ୍ଦମା । ଏହି ମକଦ୍ଦମା ଗୁଡିକ ପ୍ରତ୍ୟାହାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନାଯୋଗ୍ୟ ଯେ,…

ସମ୍ପୁର୍ଣ୍ଣ ଭଙ୍ଗାଯିବ ବାରବାଟୀ ଷ୍ଟାଡିୟମ୍, ନୂତନ ଶୈଳୀରେ ହେବ ନିର୍ମାଣ

କଟକ: ନୂଆ ରୂପ ନେବ ଐତିହାସିକ ବାରବାଟୀ ଷ୍ଟାଡିୟମ । ସମ୍ପୁର୍ଣ୍ଣ ଭାବରେ ଭଙ୍ଗା ହେବ ବାରବାଟୀ ଷ୍ଟାଡିୟମ । ଏଥି ନିମନ୍ତେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆଜି କଟକ ସ୍ଥିତ ବାରବାଟୀ ଷ୍ଟାଡିୟମରେ ପହଞ୍ଚି ଏହାର ସମୀକ୍ଷା କରିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌।…