Latest Odisha News

BREAKING NEWS

ନିର୍ବାଚନ ପୂର୍ବରୁ ଓଏଏସ୍ ସ୍ତରରେ ବଦଳି କଲେ ସରକାର 

ଭୁବନେଶ୍ୱର:ଓଡ଼ିଶାରେ ଦେଖିବାକୁ ମିଳୁଛି ବଦଳିର ରୂପ। ରାଜ୍ୟସରକାର କରୁଛନ୍ତି ବିଭିନ୍ନ ପରିବର୍ତ୍ତନ। ସାଧାରଣ ନିର୍ବାଚନ ପାଇଁ ହାତରେ ଦିନ କେଇଟା ରହିଥିବା ବେଳେ ଏହାର ଠିକ୍ ପୂର୍ବରୁ ୨୫ଜଣ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି। ଏହି ସମସ୍ତ ଅଫିସରଙ୍କୁ ବିଭିନ୍ନ ସ୍ଥାନରେ ବିଡିଓ ଓ ତହସିଲଦାର…

କବିତା : ଜୀବନ ଗାଥା

ନିରଞ୍ଜନ ନାୟକ ନିଶ୍ବାସକୁ କେବେ ଭରସା ନାଇଁ ଏଇ ଅଛି ଏଇ ନାଇଁ ନିଶ୍ବାସ ଗଲେ ମଣିଷ ପାଲଟେ ମଢ ତଥାପି ଅବୁଝା ଜୀବନର ଜୀଇଁବାର ମୂଲ ଏଠି ସେଠି ସବୁଠି ଦେଖ, ସମ୍ପର୍କର ହେଉଛି ମୃତ୍ଯୁ ଜଳୁଛି ଅବିଶ୍ବାସର ନିଆଁ ଯେଉଁଠି ଦେଖିବ ଖାଲି ଉଦାସର ଚିହ୍ନ ମୁହଁମାନଙ୍କରୁ ହସ ଯାଉଛି…

ଭାଷା ଭାଗବତ : ଅନନ୍ୟତା ରକ୍ଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ସ୍ନେହ, ଶ୍ରଦ୍ଧା ଓ ଭକ୍ତି, ପ୍ରୀତି ପ୍ରଦର୍ଶନ କରିବା ରୀତି ନ ଥିଲା କେବେ କେଉଁ କାଳେ ଏବେ କିପାଇଁ ଏତେ ଚଳେ ଓଷା, ବ୍ରତ ଓ ପୂଜା, ପର୍ବ ଯାତ୍ରା, ମେଳା ଓ ମହୋତ୍ସବ ସହିତ ମିଶି ଆଡ଼ଂବର ଭାବକୁ କଲେ ନାରଖାର ଭିଡ଼ର ଅନୁଗାମୀ…

ଆଜିଠୁ ଆରମ୍ଭ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର:ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ୧୦ମ ଶ୍ରେଣୀ ଛାତ୍ରଛାତ୍ରୀମାନେ ମାଟ୍ରିକ ବୋର୍ଡ ପରୀକ୍ଷା ଦେବେ। ଫେବୃଆରୀ ୨୦ ରୁ ଆରମ୍ଭ ହୋଇ ଏହି ପରୀକ୍ଷା ଆସନ୍ତା ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନରେ ଛାତ୍ରଛାତ୍ରୀମାନେ ମାତୃଭାଷା ଓଡ଼ିଆରେ ପରୀକ୍ଷା ଦେବେ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ: ଶ୍ରୀମନ୍ଦିର ଶିଳ୍ପକଳା

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା  ଜୟ ଜଗନ୍ନାଥ। ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଶିଳ୍ପ କଳାର ଆଲୋଚନା ପ୍ରସଙ୍ଗରେ ଆମେ ଅନେକ କିଛି ବିଷୟରେ ଆଲୋଚନା କରିସାରିଲେଣି। ତଥାପି ଗୋଟିଏ କଥା ମନେ ରଖିବାକୁ ହେବ ଏହା ଶହ ଶହ ଶିଳ୍ପୀଙ୍କ…

ସ୍କିଲଡ଼୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଦିନକୁ ଦିନ ଶିଳ୍ପ କ୍ଷେତ୍ରରେ ଆଗକୁ ବଢୁଛି ଓଡ଼ିଶା। ଓଡ଼ିଶାର ଦକ୍ଷ ମାନବ ସମ୍ବଳ ଉପରେ ସାରା ବିଶ୍ବର ନଜର । କର୍ପୋରେଟ ଦୁନିଆରେ ସ୍କିଲଡ଼୍ ଇନ୍ ଓଡ଼ିଶାର ଚାହିଦା ଅଧିକ । ଓଡ଼ିଶାରେ ରୂପାନ୍ତର ଚାଲିଥିବା ବେଳେ, ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡ଼ା ସାଙ୍ଗକୁ ଦକ୍ଷତା ବିକାଶ ଉପରେ…

ମୋଦି ସରକାର ଚଳାଇବେ ୫୦ ଅମୃତ ଭାରତ ଟ୍ରେନ, ଅଶ୍ୱିନ ବୈଷ୍ଣବଙ୍କ ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ରେଳ ଖୁବ୍ ଶୀଘ୍ର ଦେଶରେ ୫୦ ଅମୃତ ଭାରତ ଟ୍ରେନ୍ ଚଳାଚଳ କରିବ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା ଘୋଷଣା କରିଛନ୍ତି। ବର୍ତ୍ତମାନ ଦେଶରେ କେବଳ ଦୁଇଟି ଅମୃତ ଭାରତ ଟ୍ରେନ୍ ଚଳାଚଳ କରୁଛି। ଏହାକୁ ୩୦ ଡିସେମ୍ବର ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

ଅଂଶୁମାନଙ୍କ ପ୍ରବେଶକୁ ବିରୋଧ, ରାଜନଗର ବିଜେଡିରେ ଅସନ୍ତୋଷ!

କେନ୍ଦ୍ରାପଡ଼ା: କଂଗ୍ରେସର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଶାସକ ଦଳରେ ଯୋଗ ଦେବା ପରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜୁ ଜନତା ଦଳ ଅସନ୍ତୋଷ ଓ ଅସ୍ଥିରତାର ସଙ୍କଟ ସୃଷ୍ଟି କରିଛି। ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁଙ୍କ ସମର୍ଥକ ଓ ଦୀର୍ଘଦିନ ଧରି…

ଭୟଙ୍କର ଭୂକମ୍ପରେ ଥରିଲା ଜମ୍ମୁ କଶ୍ମୀର ଓ ଲଦାଖ

ନୂଆଦିଲ୍ଲୀ: ସୋମବାର ରାତି ପ୍ରାୟ ସାଢେ ୯ଟା ସମୟରେ ଜାମ୍ମୁ କାଶ୍ମୀର ଏବଂ ଲଦାଖରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୨ ରହିଥିଲା। ଏହାର କେନ୍ଦ୍ରବିନ୍ଦୁ କାର୍ଗିଲର ୧୪୮ କିଲୋମିଟର…

ରାଜନୀତି ଛାଡିଲେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ଆଳିରୁ ଲଢ଼ିବେ ଝିଅ

କେନ୍ଦ୍ରାପଡା : କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ଏବେ ନିର୍ବାଚନ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ସେ ଆଉ ନିର୍ବାଚନ ଲଢ଼ିବେ ନାହିଁ ଏବଂ ବୃତ୍ତିରେ ଡାକ୍ତର ଥିବା ତାଙ୍କ ଝିଅ ଦେବସ୍ମିତା ଶର୍ମା ତାଙ୍କ ଆସନରୁ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି।…