ହାତୀଦାନ୍ତ ଡିଲ ବେଳେ ଚଢାଉ: ୨ହାତୀଦାନ୍ତ ଜବତ, ୩ ଗିରଫ
ଦେବଗଡ଼: ହୋଟେଲରେ ଚାଲିଥିଲା ହାତୀଦାନ୍ତ ଡିଲ । ଡିଲ ବେଳେ ମାଡ଼ିବସିଲା ବନ ବିଭାଗ । ଚଢ଼ାଉ କରି ଦୁଇଟି ହାତୀ ଦାନ୍ତ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତମାନେ ଦେବଗଡ଼ ଲାଲୁ ସାହିର ପ୍ରେମରାଜ ସାହୁ, ଦେବଗଡ଼ର କପଟଦାର ଓ ଦିଲ୍ଲୀର ରାଜେଶ କୁମାର।
ଗତକାଲି…