ପୂରଣ ହେଲାନି ବିଦ୍ୟୁତ କର୍ମଚାରୀଙ୍କ ଦାବି, ଆସନ୍ତାକାଲିଠୁ କାର୍ଯ୍ୟବନ୍ଦ!
ଭୁବନେଶ୍ୱର: ସର୍ବନିମ୍ନ ମଜୁରି ବୃଦ୍ଧି ଓ ସମାନ କାମ ପାଇଁ ସମାନ ଦରମା ଦାବିରେ ଗତ ୬ ଦିନ ହେଲା ରାଜ୍ୟରେ ବିଦ୍ୟୁତ୍ କର୍ମଚାରୀମାନେ ଆନ୍ଦୋଳନ ଚଳାଇଛନ୍ତି। ଠିକା ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ସର୍ବନିମ୍ନ ମଜୁରୀ ପାଇଁ ମଧ୍ୟ ସେମାନେ ଦାବି କରିଛନ୍ତି।
'ନିଖିଳ ଓଡ଼ିଶା ବିଦ୍ୟୁତ ମଜଦୁର…