Latest Odisha News

BREAKING NEWS

ଫେବୃଆରୀ ୨୧ ରେ ନବୀନ ନିବାସ ଘେରିବ ମହିଳା କଂଗ୍ରେସ

ଭୁବନେଶ୍ୱର: ବିଜେଡ଼ି ଶାସନରେ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ଓ ମହିଳାଙ୍କ ପ୍ରତି ହିଂସା ଓ ଅତ୍ୟାଚାର ଦିନକୁ ଦିନ ବଢ଼ିବାରେ ଲାଗିଛି ଏବଂ ଆଜିର ଦିନରେ ସାରା ଦେଶରେ ମହିଳାଙ୍କ ଉପରେ ହେଉଥିବା ହିଂସାତ୍ମକ ଆଚରଣରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି । ନବୀନ ସରକାରରେ ରାଜ୍ୟର ମହିଳାମାନେ…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ନବୀନ ଦାସ

ଭୁବନେଶ୍ୱର:ହାତ ଛାଡ଼ିଲେ ନବୀନ ଦାସ। ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ନିଜ ନିଜର ଇସ୍ତଫା ପତ୍ର ପଠାଇଥିବା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। କେବଳ ସେ…

ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ୪ ଦ୍ବାର ଯଥାଶୀଘ୍ର ଖୋଲିବାକୁ ଦାବି କଲା ଆପ୍ ୟୁଥ୍ ଟିମ୍

ପୁରୀ: ପୂର୍ବ ପରି ଶ୍ରୀମନ୍ଦିର ୪ ଦ୍ଵାର ଦେଇ ଭକ୍ତଙ୍କୁ ଦର୍ଶନ ସୁଯୋଗ ଦେବାକୁ ଦାବି କରିଛି ଆପ୍ ୟୁଥ୍ ଟିମ୍ । ଯାହାକୁ ନେଇ ଆଜି ଆପ୍ ତରଫରୁ ଜିଲ୍ଲାପାଳଙ୍କ ଅନୁପସ୍ଥିତି ଯୋଗୁଁ ଅତିରିକ୍ତ ଜିଲ୍ଲାପାଳ କୈଳାଶ ଚନ୍ଦ୍ର ନାୟକ ଏବଂ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଭକ୍ତ ଏବଂ ପୁରୀ ବାସୀଙ୍କ…

ପୁରୁଷ ନା ମହିଳା, କିଏ କରନ୍ତି ବେଶୀ ଅନଲାଇନ ସପିଂ, ଜାଣନ୍ତୁ…

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ସମସ୍ତଙ୍କ ମନରେ ଗୋଟିଏ ଧାରଣା ଥାଏ ଯେ, ମହିଳା ମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଅନଲାଇନ ସପିଂ କରିଥାଆନ୍ତି । କିନ୍ତୁ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ, ଅହମ୍ମଦାବାଦ (ଆଇଆଇଏମ୍ ଅହମ୍ମଦାବାଦ) ଦ୍ୱାରା କରାଯାଇଥିବା ଅନୁସନ୍ଧାନରେ ଏକ ଭିନ୍ନ…

ସାମ୍ନାକୁ ଆସିଲା ଫିଲ୍ମ ‘ଯୋଦ୍ଧା’ ର ଟିଜର୍, ଜବରଦସ୍ତ ଅନ୍ଦାଜରେ ନଜର ଆସିଲେ ସିଦ୍ଧାର୍ଥ ମଲୋହତ୍ରା

ମୁମ୍ବାଇ: ଦୀର୍ଘ ଦିନ ଧରି ଫ୍ୟାନ୍ସ ମାନେ ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ଆଗାମୀ ଫିଲ୍ମ 'ଯୋଦ୍ଧା'କୁ ଅପେକ୍ଷା କରି ରହିଛନ୍ତି । ଫିଲ୍ମର ନାଁ ରୁ ଏହା ସ୍ପଷ୍ଟ ହୋଇଛି ଯେ ଏଥିରେ ଦମଦାର ଆକ୍ସନ୍ ସିନ୍ ଦେଖିବାକୁ ମିଳିବ । ସେଥିପାଇଁ ଫ୍ୟାନ୍ସ ମାନେ ଏହି ଫିଲ୍ମର ରିଲିଜ୍ କୁ…

ବଜାରରେ ସେନା ୟୁନିଫର୍ମର ବେଆଇନ ବିକ୍ରି, ପୋଲିସ ଓ ସେନାର ମିଳିତ ଚଢ଼ାଉ

ବ୍ରହ୍ମପୁର: ଖୋଲା ବଜାରରେ ମିଳୁଛି ଭାରତୀୟ ସେନାର ୟୁନିଫର୍ମ କପଡା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁରରେ । ଖବରପାଇବା ପରେ ବ୍ରହ୍ମପୁର ଟାଉନ ଥାନା ପୁଲିସ ଓ ମିଲିଟାରୀ ଗୁଇନ୍ଦା ସଂସ୍ଥା ଏହି ଦୋକାନ ଉପରେ ମିଳିତ ଚଢାଉ କରିଛି । ଚଢାଉ ବେଳେ ୪୮୮ ମିଟର କପଡ଼ା ଜବତ କରିଛନ୍ତି,…

କାଲି ମାଟ୍ରିକ ପରୀକ୍ଷା, ଆଜି ରାଜରାସ୍ତାରେ ଶିକ୍ଷକ

ଭୁବନେଶ୍ୱର:ରାତି ପାହିଲେ ମାଟ୍ରିକ୍ ପରୀକ୍ଷା । ଆରମ୍ଭ ହୋଇଯିବ ସ୍କୁଲ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରସ୍ତୁତି ଚାଲିଥିବା ବେଳେ ରାଜରାସ୍ତାରେ ମାଧ୍ୟମିକ ସ୍କୁଲ ଶିକ୍ଷକ । ଦାବି ପୂରଣ ପାଇଁ ଦୀର୍ଘ ୧୨ ଦିନ ହେଲା ଭୁବନେଶ୍ବର ଗାନ୍ଧୀ ମାର୍ଗରେ…

ଆସନ୍ତାକାଲି ବରଗଡ ଯିବେ ମୁଖ୍ୟମନ୍ତ୍ରୀ, ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର କରିବେ ଉଦଘାଟନ

ବରଗଡ: ବହୁ ଦିନର ଅପେକ୍ଷା ପରେ ପୁରଣ ହେବାକୁ ଯାଉଛି ବରଗଡବାସୀଙ୍କ ସ୍ଵପ୍ନ । ଆସନ୍ତାକାଲି ବରଗଡ ଗସ୍ତରେ ଯାଇ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମିତ  କର୍କଟ ରୋଗ ଚିକିତ୍ସା କେନ୍ଦ୍ର ଓ ନୃସିଂହନାଥ…

ସ୍ୱାଧୀନତା ପୂର୍ବରୁ ଗୋଟିଏ ଥିଲେ ଭାରତ ଏବଂ ପାକିସ୍ତାନ,ତେବେ ସେଠାର ଇତିହାସ ପୁସ୍ତକରେ କ’ଣ ଲେଖାଯାଇଛି?

ନୂଆଦିଲ୍ଲୀ: ୧୫ ଅଗଷ୍ଟ ୧୯୪୭ରେ ବ୍ରିଟିଶମାନଙ୍କ ଠାରୁ ଭାରତ ସ୍ଵାଧିନତା ହାସଲ କରିଥିଲା । କିନ୍ତୁ ଏହାର ଗୋଟିଏ ଦିନ ପୂର୍ବରୁ ଭାରତର ଏକ ଅଂଶ ଅଲଗା ହୋଇ ପାକିସ୍ତାନ ହୋଇଥିଲା । ଏହାର ଅର୍ଥ ହେଉଛି, ୧୯୪୭ ପୂର୍ବରୁ, ଭାରତ ସହିତ ଜଡିତ ସମସ୍ତ ଜିନିଷ ପାକିସ୍ତାନ ସହିତ ମଧ୍ୟ ଜଡିତ ଥିଲା |…

ଓଡ଼ିଶା ସମେତ ୭ଟି ରାଜ୍ୟକୁ ଗୃହ ମନ୍ତ୍ରଣାଳୟର ଚିଠି; ଖାଲି ପଦବୀରେ ଡିଜିପିଙ୍କୁ ନିଯୁକ୍ତି ଦିଅ

ନୂଆଦିଲ୍ଲୀ: ରାଜ୍ୟର ଆଇଶୃଙ୍ଖଳାର ସୁରକ୍ଷା ପାଇଁ ଖାଲି ପଡିଛି ପୋଲିସ ଅଧିକାରୀଙ୍କ ପଦବୀ। ତାଙ୍କ ଜାଗାରେ ଅସ୍ଥାୟୀ ଡିଜିପିମାନେ ପୋଲିସ ମୁଖ୍ୟ ଭାବରେ କାର୍ଯ୍ୟ କରୁଛନ୍ତି। ଯୋଗ୍ୟ ଅଧିକାରୀଙ୍କ ଉପଲବ୍ଧତା ସତ୍ତ୍ୱେ ରାଜ୍ୟ ସରକାର ନିୟମିତ ପୋଲିସ ମୁଖ୍ୟ ନିଯୁକ୍ତ କରୁନାହାନ୍ତି। ଯାହାକୁ ନେଇ…