Latest Odisha News

BREAKING NEWS

୭୫ତମ ଗଣତନ୍ତ୍ର ଦିବସ; କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୫ତମ ଗଣତନ୍ତ୍ର ଦିବସ । ଦେଶର କୋଣ ଅନୁକୋଣରେ ଫର୍ ଫର୍ ହୋଇ ଉଡୁଛି ତ୍ରୀରଙ୍ଗା ପତାକା । ଗୁଞ୍ଜରିତ ହେଉଛି ଜାତୀୟ ସଙ୍ଗୀତ । ବନ୍ଦେ ମାଆ ତରମ୍‌ ଧ୍ବନିରେ କମ୍ପି ଉଠୁଛି ଗଗନ ପବନ । ଏହି ସ୍ବତନ୍ତ୍ର ଅବସରରେ କର୍ତ୍ତବ୍ୟପଥରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି…

ଇପିଏଫଓରୁ ପାଆନ୍ତୁ ଅଧିକ ସୁଧ, ଆପଣାଇବାକୁ ହେବ ଏହି ନିୟମ

ନୂଆଦିଲ୍ଲୀ: ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ମୂଳ ଦରମା ଏବଂ ମହଙ୍ଗା ଭତ୍ତା (DA) ର ୧୨ ପ୍ରତିଶତ କଟାଯାଇ PF ଆକାଉଣ୍ଟକୁ ପ୍ରଦାନ କରାଯାଇଥାଏ। ସମାନ ପରିମାଣ ମଧ୍ୟ ନିଯୁକ୍ତିଦାତା ଦ୍ୱାରା ଜମା ହୋଇଥାଏ। ଏହାକୁ ନେଇ ସରକାର ଏକ ଭଲ ସୁଧ ମଧ୍ୟ ପ୍ରଦାନ କରୁଛନ୍ତି। ଅଧିକ ସୁଧ…

ଜିଲ୍ଲା ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଜଗତସିଂହପୁର/ନୂଆପଡା : ୭୫ତମ ଗଣତନ୍ତ୍ର ଦିବସ ପାଇଁ ଝଲସୁଛି ପଲ୍ଲୀ ଠାରୁ ସହର । ଦେଶ ତଥା ରାଜ୍ୟର କୋଣ ଅନୁକୋଣ ସବୁଠି ତ୍ରିରଙ୍ଗାରେ ରଙ୍ଗାୟିତ । ଏଥିପାଇଁ ସମସ୍ତ ଦେଶବାସୀ ଉତ୍ସାହିତ । ଜଗତସିଂହପୁର ସଦର ମହକୁମା ସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ପରିସରରେ ପାଳିତ  ହୋଇଯାଇଛି…

ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିଅମରେ ଜିଲ୍ଲାସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

ପୁରୀ: ଆଜି ଦେଶ ପାଳନ କରୁଛି ୭୫ତମ ଗଣତନ୍ତ୍ର ଦିବସ । ଗଣତନ୍ତ୍ର ଦିବସ ପାଇଁ ଝଲସୁଛି ପଲ୍ଲୀ ଠାରୁ ସହର । ଏଥିପାଇଁ ସମସ୍ତ ଦେଶବାସୀ ଉତ୍ସାହିତ । ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିଅମ ପଡିଆରେ ଆୟୋଜିତ ଜିଲ୍ଲାସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…

୭୫ତମ ସାଧାରଣତନ୍ତ୍ର ଦିବସ: ସୁବର୍ଣ୍ଣପୁରରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ଉଷା ଦେବୀ

ସୋନପୁର: ଆଜି ଦେଶ ପାଳୁଛି ୭୫ତମ ଗଣତନ୍ତ୍ର ଦିବସ । ଗଣତନ୍ତ୍ର ଦିବସ ପାଇଁ ସାରା ଦେଶରେ ଉତ୍ସାହ ଦେଖାଦେଇଛି। କଶ୍ମୀରରୁ କନ୍ୟାକୁମାରୀ ଯାଏ ସବୁଠି ତ୍ରିରଙ୍ଗାରେ ରଙ୍ଗାୟିତ । ଦେଶର କୋଣ ଅନୁକୋଣରେ ଉଡୁଛି ଜାତୀୟ ଧ୍ଵଜା । ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ରାମେଶ୍ବର ଷ୍ଟାଡିୟମ ଠାରେ ୭୫…

ତୀର୍ଥରାଜ ମହୋଦଧିଙ୍କ ସଂଧ୍ୟା ଆଳତୀର ୧୮ ତମ ବାର୍ଷିକ ମହୋତ୍ସବ, ଆଳତୀ କଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ

ପୁରୀ: ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ବତୀ ଓ ଗଜପତି ଦିବ୍ୟସିଂହ ଦେବଙ୍କ ଦ୍ବାରା ସମ୍ପନ୍ନ ହୋଇଛି ସ୍ଵର୍ଗଦ୍ଵାର ସମ୍ମୁଖ ବେଳାଭୂମିରେ ଅନୁଷ୍ଠିତ ହୋଇଥିବା ୧୮ ତମ ମହୋଦଧି ଆଳତୀ । ରାଜ୍ୟ ସରକାର ଓ ସମସ୍ତଙ୍କ ସହଯୋଗରେ ଏହା ଆଗେଇ ଚାଲିଛି । ମହୋଦଧି ଆଳତୀକୁ ଅନୁସରଣ କରି ନଦୀ ଓ ସମୁଦ୍ରର…

’12th Fail’ ସିନେମାର ମୂଳ ହିରୋ ଆଇପିଏସ୍ ଅଫିସର ମନୋଜ ଶର୍ମାଙ୍କୁ ମିଳିଲା ମେଡାଲ

ନୂଆଦିଲ୍ଲୀ: ଯୁକ୍ତ ଦୁଇ ଫେଲ୍' ବା 12th Fail ଫିଲ୍ମର କାହାଣୀ ଯେଉଁ ଆଇପିଏସ୍ ଅଫିସର ମନୋଜ କୁମାର ଶର୍ମାଙ୍କ କାହାଣୀକୁ ନେଇ ଗତିଶୀଳ ତାଙ୍କୁ ସାଧାରଣତନ୍ତ୍ର ଦିବସ ଅବସରରେ ସମ୍ମାନିତ କରାଯାଇଛି। ଜାନୁଆରି ୨୫ ତାରିଖ ସନ୍ଧ୍ୟାରେ ଅର୍ଥାତ ୭୫ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଯେଉଁ ୩୭ ଜଣ…

ଭାରତ ବାହାରେ ପ୍ରଭୁ ରାମଙ୍କ ମହିମା, ଦେଶର ମୁଦ୍ରାର ନାମ ରାମ୍

ଭୁବନେଶ୍ୱର: ଏବେ ସୋଶାଆଲ ମିଡିଆରେ ଗୋଟିଏ ଚର୍ଚ୍ଚା ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ନେଇ । ରାମଲାଲା ଦୀର୍ଘ ପାଞ୍ଚ ଶହ ବର୍ଷ ପରେ ବିରାଜିଛନ୍ତି ତାଙ୍କ ସ୍ଥାନକୁ। ଏହାକୁ ନେଇ ଅଯୋଧ୍ୟାରୁ ଆମେରିକା ସବୁଠି ରାମଲାଲାଙ୍କ ମହିମାକୁ ନେଇ ଚର୍ଚ୍ଚା ଚାଲିଛି। ତେଣୁ ଏହି ପ୍ରସଙ୍ଗ କେବଳ ଭାରତରେ…

କଂସ ବଧ ପରେ ଉଦଯାପିତ ହେଲା ଧନୁଯାତ୍ରା

ଭୁବନେଶ୍ୱର: କଂସ ବଧ ସହିତ ଶେଷ ହୋଇଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା। ଧନୁଯାତ୍ରାରେ ଗତକାଲି ସନ୍ଧ୍ୟା ଥିଲା ଶେଷ ସନ୍ଧ୍ୟା। ମଞ୍ଚାରୁ ପଡି ମହାପ୍ରତାପୀ କଂସର ମୃତ୍ୟୁ ହୋଇଛି। ଅନ୍ୟାୟ ଉପରେ ନ୍ୟାୟର ବିଜୟ ହୋଇଛି। କ୍ରୁର କଂସର ଶାସନରୁ ମଥୁରାକୁ ମୁକ୍ତି ମିଳିଛି। କଂସ ବଦ୍ଧ ପରେ ମଥୁରା…

କବିତା : ପରିବ୍ରାଜକଟିଏ ମୋ ଦେଶରେ

ସ୍ମୃତି ରଞ୍ଜନ ତ୍ରିପାଠୀ ପଚାରନା ମୋ ଘର ଠିକଣା ଏଇ ସେ ସରହଦ୍ ବାହାରେ କୁଆଡେ ଏବେ ଏବେ ଶବ ମୁହଁରେ ଗୁଞ୍ଜି ଦେଇଆସିଛି ବଳକା ଆୟୁଷ ମାନଙ୍କ ପଞ୍ଜୀକରଣ ବୀମା ଆଗାମୀ ଲୋଭ ମାନଙ୍କ ଦାୟାଦ ଆଗରେ, କହିପାର ତୁମେ ଦେଶ ପାଇଁ ଜୀବନର ଗାଥା ଗାଉଥିବା ଗୋଟିଏ ପରିବ୍ରାଜକର ଅସଜଡ଼ା କବିତାର…