ନୀତୀଶ ତେଜସ୍ୱୀଙ୍କ ମଝିରେ ଖାଲି ପଡ଼ିଲା ଚେୟାର, ପଦୁଟିଏ ବି କଥା ହେଲେନି
ପାଟଣା: ବିହାରର ଶାସକ ଦଳ ମେଣ୍ଟରେ ଥିବା ଜେଡିୟୁ ଓ ଆରଜେଡି ମଧ୍ୟରେ ସବୁ କିଛି ଠିକ୍ ନାହିଁ। ଏକଥା ପୂର୍ବରୁ ଆକଳନ କରାଯାଉଥିଲା। ଯାହାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଏକାଠି ସରକାର ଗଢ଼ିବା ପରେ ପ୍ରାୟତଃ ସବୁ ସମୟରେ ଏକାଠି ନଜର ଆସୁଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ…