Latest Odisha News

BREAKING NEWS

କ୍ୟାବିନେଟ୍ ବିସ୍ତାର କଲେ ଚମ୍ପାଇ ସୋରେନ୍

ରାଞ୍ଚି:ବହୁ ଦିନରୁ ଆଲୋଚନା ପର୍ଯ୍ୟାଲୋଚନା ପରେ କ୍ୟାବିନେଟ୍ ବିସ୍ତାର କଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍। ଏଥିରେ ପ୍ରଥମ ତିନିଟି ନୂଆ ଚେହେରା ଅନ୍ତର୍ଭୁକ୍ତ କରାଯାଇଥିଲା। ମନ୍ତ୍ରିମଣ୍ଡଳରେ ବସନ୍ତ ସୋରେନ, ବୈଦ୍ୟନାଥ ରାମ ଏବଂ ଦୀପକ ବିରୁଆଙ୍କୁ ସ୍ଥାନ ଦିଆଯାଇଥିଲା। ସେମାନଙ୍କ…

ଓଡ଼ିଶାରେ ଇସିଆଇଙ୍କ ସମୀକ୍ଷା ଜାରି; ନିର୍ବାଚନ ବେଳେ କଳା ଟଙ୍କା ଏବଂ ମଦ ରୋକିବାକୁ ଗୁରୁତ୍ବ

ଭୁବନେଶ୍ୱର: ଆଉ ହାତରେ ମାତ୍ର ଦିନ କେଇଟା। ପାଖେଇ ଆସୁଥିବା ନିର୍ବାଚନ ପାଇଁ ଓଡ଼ିଶା ଗସ୍ତରେ ଅଛନ୍ତି ନିର୍ବାଚନ କମିଶନର। ତିନିଦିନିଆ ଓଡିଶା ଗସ୍ତରେ ଆସି ସାଧାରଣ ନିର୍ବାଚନ ନେଇ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି ଇସିଆଇ। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।…

ଚୌଦ୍ୱାରରେ ବିଶ୍ୱ ପ୍ରସିଦ୍ଧ ବୟନଶିଳ୍ପ କମ୍ପାନୀ ୱେଲସ୍ପନର ଟେକ୍ସଟାଇଲ କମ୍ପ୍ଲେକ୍ସର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଚୌଦ୍ୱାରରେ ବିଶ୍ୱ ପ୍ରସିଦ୍ଧ ବୟନଶିଳ୍ପ କମ୍ପାନୀ ୱେଲସ୍ପନର ଟେକ୍ସଟାଇଲ କମ୍ପ୍ଲେକ୍ସ ପାଇଁ ଶିଳାନ୍ୟାସ କରିଛନ୍ତି । ଏହା ସହିତ ଚୌଦ୍ୱାରରେ ଆରମ୍ଭ ହୋଇଛି ଶିଳ୍ପାୟନ ପୁର୍ନବିକାଶର ଏକ ଗୌରବମୟ ଅଧ୍ୟାୟ। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

RTO ବସନ୍ତ ମହାପାତ୍ର ଗିରଫ ଘଟଣା: ବାଜା ବଜାଇ ଖୁସିରେ ନାଚିଲେ ଡ୍ରାଇଭର

ବୌଦ୍ଧ: ଢୋଲ ବାଜୁଛି, ଗୀତ ବି ବାଜୁଛି । ଆଉ ସେହି ଗୀତର ତାଳେ ତାଳେ ନାଚ ବି ଚାଲିଛି । ଆପଣ ଭାବୁଛନ୍ତି କି ଏଠି କେଉଁ ବାହାଘର କି ଅନ୍ୟାନ୍ୟ କୌଣସି ସେଲିବ୍ରେଶନ ଚାଲିଛି ବୋଲି । ନାଇଁ ଆଜ୍ଞା ଏଠି କୌଣସି ବାହାଘର କି ଉତ୍ସବ ଚାଲିନି, ଏଠି RTO ଅଫିସରଙ୍କୁ ଭିଜିଲାନ୍ସ ଗିରଫ କରିବାରୁ…

ସହିପାରିଲେନି ପରିବାରର ଚାରି ଚାରି ଜଣଙ୍କ ମୃତ୍ୟୁ, ଶେଷରେ କଲେ ଆତ୍ମହତ୍ୟା

ବଲାଙ୍ଗୀର: ବେଲପଡା ଥାନା କାନୁଟି ଗାଁରେ ଅଭାବନୀୟ ଘଟଣା । ଘରେ ଟିଭି ଦେଖୁଥିବା ବେଳେ ଗ୍ୟାସ ସିଲିଣ୍ଡର ଫାଟି ବିସ୍ଫୋରଣ ହୋଇଥିଲା । ପୋଡି ହୋଇ ୪ଜଣଙ୍କ ମୃତ୍ୟୁ ଘଟିଥିଲା । ପରିବାରର ୪ଜଣଙ୍କୁ ହରାଇ ମ୍ରିୟମାଣ ୧୭ବର୍ଷ ପୁଅ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ନାବାଳକ ଜଣଙ୍କ ହେଲେ…

ବଢିଲା ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଡୁଆ, ସମନ ଜାରି କଲା ଇଡି

ଭଦ୍ରକ: ବଢିଲା ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଡୁଆ । ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଇଡି ସମନ । ବାରପଦା ଇଞ୍ଜିନିୟରିଂ କଲେଜ ଜମି କେଳେଙ୍କାରୀ ମାମଲାରେ ଇଡି ସମନ ଜାରି କରିଛି । ବିଧାୟକ ପ୍ରଫୁଲ୍ଲଙ୍କ ସହ ପୁଅ ପ୍ରୟାସକାନ୍ତିଙ୍କୁ ମଧ୍ୟ ଇଡି ସମନ ପଠାଇଛି । ଡକ୍ୟମେଣ୍ଟ ସହ ହାଜର…

ଦିନେ ସୁରକ୍ଷାକର୍ମୀ ଭାବେ କାମ କରୁଥିଲେ: ଆଜି ସେ ପଞ୍ଜାବର ସୁପରଷ୍ଟାର

ନୂଆଦିଲ୍ଲୀ: ବିନା ସଂଘର୍ଷରେ ଜୀବନରେ ସଫଳତା ମିଳେ ନାହିଁ । ଏଥିପାଇଁ ଆମ ଜୀବନରେ ଆସୁଥିବା ବିଭିନ୍ନ ଝଡ଼କୁ ମୁକାବିଲା କରି ଆଗକୁ ବଢ଼ିବାକୁ ହେବ । ଆମେ ଏପରି ଜଣେ ସେଲିବ୍ରେଟିଙ୍କ କଥା କହୁଛୁ, ସେ ସଫେଇ କର୍ମଚାରୀ ଠୁ ସୁରକ୍ଷାକର୍ମୀ ଭାବେ କାମ କରିଛନ୍ତି । ଆଜି ସେ ପଞ୍ଜାବର ସୁପରଷ୍ଟାର…

ଅଯୋଧ୍ୟା ରାମ ମନ୍ଦିରରେ ରାଗ ସେବା କରିବେ ବଲିଉଡ୍ କୁଇନ୍ ହେମା ମାଳିନୀ

ଅଯୋଧ୍ୟା: ଗତ କିଛିଦିନ ତଳେ ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରଣପ୍ରତିଷ୍ଠା ହୋଇଥିଲା । ଯେଉଁଥିରେ ଯୋଗ ଦେଇଥିଲେ ଅନେକ ବଡିଉଡ୍ ତାରକା । ସେବେଠାରୁ ବି-ଟାଉନ୍ ର ତାରକାମାନେ କ୍ରମାଗତ ଭାବରେ ଅଯୋଧ୍ୟାକୁ ଯାଇ ରାମଲାଲାଙ୍କ ଦର୍ଶନ କରୁଛନ୍ତି । ନିକଟରେ ଅମିତାଭ ବଚ୍ଚନ ମଧ୍ୟ ଅଯୋଧ୍ୟାରେ ପହଞ୍ଚି…

ଜଙ୍ଗଲରେ ରହୁଥିବା ଏହି ପଶୁକୁ କରାଯାଏ ବେଶି ଚୋରାଚାଲାଣ, ଲକ୍ଷ ଲକ୍ଷ ଟଙ୍କାରେ ହୁଏ ବିକ୍ରି

ଭୁବନେଶ୍ଵର: ଦୁନିଆରେ ଏପରି ଅନେକ ପଶୁ ଅଛନ୍ତି ଯେଉଁମାନଙ୍କର ଚୋରା ଚାଲାଣ କରାଯାଏ । କିନ୍ତୁ ବଜ୍ରକାପ୍ତା ହେଉଛି ଏକ ଏପରି ପ୍ରାଣୀ ଯାହା ଚୀନ୍ ସମେତ ଅନ୍ୟ ଦେଶରେ ଏହାର ବହୁତ ଚାହିଦା ଥାଏ । କେବଳ ଏତିକି ନୁହେଁ, ସେମାନଙ୍କର ବିକ୍ରି ମଧ୍ୟ ଲକ୍ଷ ଲକ୍ଷ ଟଙ୍କାରେ ହୁଏ । ଇଣ୍ଟରନ୍ୟାସନାଲ…

ଦୁନିଆର ସବୁଠାରୁ ମହଙ୍ଗା ମସଲା, ପାଣିରେ ପଡୁ ପଡୁ ଛାଡେ ତାହାର ରଙ୍ଗ

ଭୁବନେଶ୍ଵର: ଭାରତ ମସଲାର ଦେଶ । ଏଠାରେ ଏପରି ମସଲା ଅଛି ଯାହା ବିଷୟରେ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ । ସବୁଠାରୁ ବଡ କଥା ହେଉଛି ଏଠାରେ ମିଳୁଥିବା କିଛି ମସଲା ବହୁତ ମହଙ୍ଗା । ଆମେ କହୁଥିବା ମସଲାକୁ ‘ରେଡ୍ ଗୋଲ୍ଡ’ କୁହାଯାଏ । ଏହାକୁ ଦୁନିଆର ସବୁଠାରୁ ମହଙ୍ଗା ମସଲା ମଧ୍ୟରେ ଗଣାଯାଏ । ଏହି…