ଅସଦାଚରଣ ଅଭିଯୋଗରେ ମାଲକାନଗିରି ସ୍କୁଲର ପ୍ରଧାନ ଶିକ୍ଷକ ଗିରଫ
ମାଲକାନଗିରି: ମାଲକାନଗିରି ଜିଲ୍ଲା ଏମଭି୭୯ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପାଢ଼ୀଙ୍କୁ ପୁଲିସ ଗିରଫ କରିଛି। ଜଣେ ଛାତ୍ରୀଙ୍କ ପ୍ରତି ଅସଦାଚରଣ ଅଭିଯୋଗ ଆସିବା ପରେ ଏହି ଗିରଫଦାରୀ ହୋଇଛି।
ଛାତ୍ରୀ ଜଣଙ୍କ ଅଭିଯୋଗ କରିବା ପରେ ପ୍ରଶାନ୍ତ ପାଢ଼ୀଙ୍କ ବିରୋଧରେ…