ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଶରଣ ରକ୍ଷଣ ମହାବାହୁ ବୋଲି ଆମ୍ଭେମାନେ କହିଥାଉ। ଅର୍ଥାତ ଯିଏ (ଭକ୍ତ )ତାଙ୍କର ଶରଣ ନିଏ, ତାକୁ ଶ୍ରୀଜଗନ୍ନାଥ ନିଶ୍ଚୟ ରକ୍ଷା କରନ୍ତି। ଏଠାରେ ପ୍ରଶ୍ନ ଉଠେ କେବଳ!--more-->…