ପ୍ରଥମ ନିର୍ବାଚନ: ଯେବେ ନେହରୁଙ୍କ ନିର୍ବାଚନୀ ସଭାରେ ଜନ୍ମ ନେଇଥିଲା ଶିଶୁ…
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ତାରିଖ ଘୋଷଣା ହୋଇଯାଇଛି। ସମସ୍ତ ଦଳ ନିଜ ନିଜ ଢଙ୍ଗରେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଅଛନ୍ତି। ଏଥର ପ୍ରାୟ ୯୭ କୋଟି ଭୋଟର ଦେଶର ପରବର୍ତ୍ତି ପ୍ରଧାନମନ୍ତ୍ରୀ ବାଛିବାକୁ ଯାଉଛନ୍ତି। ଦେଶର ଏହି ପର୍ବରେ ଯଥାସମ୍ଭବ ଅଂଶଗ୍ରହଣ କରିବାକୁ ଭାରତର ନିର୍ବାଚନ ଆୟୋଗ…