ନିର୍ବାଚନରେ ଓଡ଼ିଶାରେ ବିଜେପିର ଭୋଟ୍ ପ୍ରତିଶତ ଭଲ ଭାବେ ବଢ଼ିବ: ପ୍ରଶାନ୍ତ କିଶୋର
ଭୁବନେଶ୍ୱର: ଓଡ଼ିଶାରେ ହେବାକୁ ଥିବା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଭୋଟ୍ ପ୍ରତିଶତ ଯଥେଷ୍ଟ ବୃଦ୍ଧି ପାଇବ ବୋଲି ବିଶିଷ୍ଟ ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ପୂର୍ବାନୁମାନ କରିଛନ୍ତି।
୨୦୧୯ ନିର୍ବାଚନ ତୁଳନାରେ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ,…