ସକାଳୁ ସକାଳୁ ଆକ୍ସନ ମୋଡରେ କେନ୍ଦ୍ରୀୟ ଏଜେନ୍ସି, ୩ଟି ସ୍ଥାନରେ ଇଡି ଓ ସିବିଆଇ ରେଡ୍
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଆକ୍ସନ ମୋଡରେ କେନ୍ଦ୍ରୀୟ ଏଜେନ୍ସି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ବିବାଦ ଏପର୍ଯ୍ୟନ୍ତ ଥମି ନଥିବା ବେଳେ ଆଜି କେନ୍ଦ୍ରୀୟ ଏଜେନ୍ସି ବିରୋଧୀ ଦଳର ନେତା ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ବାସଭବନରେ ଚଢାଉ…