Latest Odisha News

BREAKING NEWS

କ୍ରିକେଟ ଇତିହାସର ସବୁଠାରୁ ବିବାଦୀୟ ମ୍ୟାଚ

ପାକିସ୍ତାନ କ୍ରିକେଟ ସହ ବିବାଦ କିଛି ବଡ କଥା ନୁହେଁ । ତେବେ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଏକ ଟେଷ୍ଟକୁ ସବୁଠାରୁ ବିବାଦୀୟ ମ୍ୟାଚ ବୋଲି କୁହାଯାଏ । ୨୦୦୬ରେ ଏହି ଟେଷ୍ଟ ଓଭାଲରେ ଖେଳା ଯାଇଥିଲା । ଇଂଲଣ୍ଡ ଟିମ ଏହି ମ୍ୟାଚର ପ୍ରଥମ ଇନିଂସରେ ୧୭୩ ରନ କରି ଅଲଆଉଟ ହୋଇ…

ପେଟିଏମ ଉପରେ RBI ଛାଟ ପରେ ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ପେଟିଏମ ଫାଉଣ୍ଡର

ନୂଆଦିଲ୍ଲୀ: ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ ଆରବିଆଇର ଛାଟ ପରେ ପେଟିଏମ୍ ସିଇଓ ତଥା ଫାଉଣ୍ଡର ବିଜୟ ଶେଖର ଶର୍ମା ମଙ୍ଗଳବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି। ଏହାପୂର୍ବରୁ ଶ୍ରୀ ଶର୍ମା ଏହି ସଂକଟକୁ ନେଇ ଆରବିଆଇ ଅଧିକାରୀଙ୍କୁ ମଧ୍ୟ ଭେଟିସାରିଛନ୍ତି।…

୪ ବର୍ଷ ପତିଙ୍କ ଶବ ସହିତ ଶୋଉଥିଲେ ମହିଳା

ମସ୍କୋ: ରୁଷରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି । ୨୦୨୦ରେ ଶ୍ୱେତଲାନାଙ୍କ ପତି ଭ୍ଲାଡିମିରଙ୍କ ପରଲୋକ ହୋଇ ଯାଇଥିଲା । ଘରୋଇ କଳହ ପରେ ସେ ଅଚେତ ହୋଇ ପଡିଯିବା ପରେ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା । ଶ୍ୱେତଲାନା କିନ୍ତୁ ତାଙ୍କ…

କୋହଲି ଆଉ ୨ଟି ଟେଷ୍ଟରୁ ଓହରିଲେ

ନୂଆଦିଲ୍ଲୀ: ବିରାଟ କୋହଲି ବ୍ୟକ୍ତିଗତ କାରଣ ଦର୍ଶାଇ ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟରୁ ଓହରି ଯାଇଥିଲେ । ବୁଧବାର ସେ ତୃତୀୟ ଓ ୪ର୍ଥ ଟେଷ୍ଟ ଖେଳିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି । ରିପୋର୍ଟ ମୁତାବକ ପ୍ରଥମ ଟେଷ୍ଟରେ ଆଘାତପ୍ରାପ୍ତ ହୋଇଥିବା ରବୀନ୍ଦ୍ର ଜାଡେଜା ଓ କେଏଲ ରାହୁଲ ଦଳକୁ…

ସାରା ଦେଶରେ କୋରିଅର୍ ଦୁର୍ନୀତିର ପର୍ଦ୍ଦାଫାସ କଲା ଇଓଡବ୍ଲ୍ୟୁ, ହରିୟାଣା ର ଜଣେ ଗିରଫ

ଭୁବନେଶ୍ୱର: ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଏନସିବି, ସିବିଆଇ ଓ ଆରବିଆଇ ଅଧିକାରୀଙ୍କ ପରିଚୟ ଦେଇ ଲୋକଙ୍କୁ ବ୍ଲାକମେଲ କରୁଥିବା ଏକ ବଡ଼ କୋରିଅର ଦୁର୍ନୀତିର ପର୍ଦ୍ଦାଫାସ କରିଛି। ଫେବ୍ରୁଆରି ୪ ତାରିଖରେ ଇଓଡବ୍ଲ୍ୟୁ ଏହି ଠକେଇରେ ସମ୍ପୃକ୍ତ ଥିବା…

ହାତରୁ ‘ଘଡ଼ି’ ଗଲାପରେ ଦଳ ପାଇଁ ନୂଆ ନାଁ ଓ ଚିହ୍ନର ପ୍ରସ୍ତାବ ଦେଲେ ଶରଦ ପାୱାର, ଜାଣନ୍ତୁ କଣ ରହିଛି…

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ କଂଗ୍ରେସ ନେତା ଶରଦ ପାୱାରଙ୍କୁ ଶକ୍ତ ଝଟକା। ଅଜିତ ପାୱାରଙ୍କ ଗୋଷ୍ଠୀକୁ ନିର୍ବାଚନ ଆୟୋଗ ଅସଲି ଏନସିପି ବୋଲି ଘୋଷଣା କରିଛନ୍ତି। ଫଳରେ ଶରଦଙ୍କ ହାତରୁ ଏନସିପି ତାଙ୍କ ଦଳ କରିବାର ଅଧିକାର ଚାଲିଯାଇଛି। ଫଳରେ ଶରଦ ପାୱାର ତାଙ୍କ ନୂଆ ଦଳ ପାଇଁ…

୨୧ ଦଫା ଦାବି ପୂରଣ ନେଇ ଶିକ୍ଷକଙ୍କ ବିକ୍ଷୋଭ, ଆନ୍ଦୋଳନକୁ ଜୋରଦାର କରିବାକୁ ଚେତାବନୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୨୧ ଦଫା ଦାବି ପୂରଣ ଦାବିରେ ବୁଧବାର ଭୁବନେଶ୍ୱରରେ ହଜାର ହଜାର ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ ବ୍ୟାନରରେ ଶିକ୍ଷକମାନେ ସହରର ଲୋୟର ପିଏମ୍ ଜିରେ ଏକାଠି ହୋଇ ସରକାରଙ୍କ ବିରୋଧରେ…

ନୂଆ ଜିଲ୍ଲା ପାଇଁ ଓଡ଼ିଶା ସରକାରକୁ ମିଳିଛି ୨୮ଟି ଆବେଦନ

ଭୁବନେଶ୍ୱର: ରାଜ୍ୟରେ ନୂଆ ଜିଲ୍ଲା ଗଠନ ପାଇଁ ରାଜ୍ୟ ସରକାର ୨୮ଟି ଆବେଦନ ଗ୍ରହଣ କରିଛନ୍ତି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ବୁଧବାର ବିଧାନସଭାରେ ସୂଚନା ଦେଇଛନ୍ତି। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ ଏହା କହିଛନ୍ତି,…

ଏଣିକି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଯୋଡ଼ି ହେବେ ସରପଞ୍ଚ ଓ ନିର୍ବାଚିତ ପ୍ରତିନିଧି!

କଟକ: ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ସାମିଲ ହେବେ ସରପଞ୍ଚ ଓ ନିର୍ବାଚିତ ପ୍ରତିନିଧିମାନେ। ଏନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଶୁଣାଇଛନ୍ତି ଉଚ୍ଚ ନ୍ୟାୟାଳୟ। ବୁଧବାର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦେଇଥିବା ନିର୍ଦ୍ଦେଶ ଅନୁସାରେ ପ୍ରକଳ୍ପ ଚୟନ ବେଳେ ଲୋକ ପ୍ରତିନିଧିମାନଙ୍କୁ…

ମଦ ଦୁର୍ନିତୀ ମାମଲା: ମୁଖ୍ୟମନ୍ତ୍ରୀଙ୍କୁ କୋର୍ଟଙ୍କ ସମନ, ୧୭ରେ ହାଜର ହେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ବଡ଼ ଝଟକା ଲାଗିଛି। ମଦ ଦୁର୍ନିତୀ ମାମଲାରେ ଇଡିର ଅଭିଯୋଗକୁ ଗ୍ରହଣ କରି ରାଉସ୍ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ସମନ ଜାରି କରିଛନ୍ତି। କେଜ୍ରିୱାଲଙ୍କୁ ୧୭ ଫେବୃଆରୀରେ ହାଜର ହେବାକୁ କୋର୍ଟ କହିଛନ୍ତି। ଏଠାରେ କହି ରଖୁ…