ଖଳନାୟକର ସିକ୍ୱେଲ ଖୁବ ଶୀଘ୍ର
ମୁମ୍ବାଇ: ସନୀ ଦେଓଲ ଅଭିନୀତ ଗଦର ୨ ସଫଳତା ପରେ ଏବେ ଅନେକ ପୁରୁଣା ସୁପରହିଟ ଫିଲ୍ମର ସିକ୍ୱେଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ନବଭାରତ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ ସୁଭାଷ ଘାଇ ଏବେ ଖଳନାୟକ ସିକ୍ୱେଲ ନେଇ ଅଂଟା ଭିଡିଛନ୍ତି । ନିର୍ଦ୍ଦେଶକ ସୁଭାଷ ମଧ୍ୟ ଏ ନେଇ ନିଶ୍ଚିତ କରିଛନ୍ତି…