Latest Odisha News

BREAKING NEWS

୬ ମାସ ଭିତରେ ଶେଷ ହେବ ସମସ୍ତ କଲେଜଗୁଡ଼ିକର ଉନ୍ନତିକରଣ କାର୍ଯ୍ୟ: ୫ଟି ସଚିବ

ପୁରୀ: ପୁରୀର ସମସ୍ତ +୨ଏବଂ +୩ କଲେଜଗୁଡ଼ିକ ୫ଟି ରୂପାନ୍ତିକରଣରେ ସାମିଲ କରାଯାଇଛି । ଏଥିସହ ସମସ୍ତ କଲେଜଗୁଡିକ ଉନ୍ନତି ନିମନ୍ତେ ୫୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯିବ । ଏକ ମାସ ମଧ୍ୟରେ ସମସ୍ତ କଲେଜଗୁଡିକରେ ଉନ୍ନତିକରଣ କାର୍ଯ୍ୟ ଆରମ୍ଭ କରାଯାଇ ୬ ମାସ ମଧ୍ୟରେ ଶେଷ କରିବା ଲାଗି…

ଗାଁକୁ ରାସ୍ତା ନ ଥିବାରୁ ଷ୍ଟେଚରରେ ନଦୀ ପାର ହେଲେ ଗର୍ଭବତୀ ମହିଳା

ରାୟଗଡା: ଥମିବାର ନା ଧରୁନି ଜନନୀ ଯନ୍ତ୍ରଣା । ସପ୍ତାହ ନ ବିତୁଣୁ ପୁଣି ଥରେ ଦେଖା ଦେଇଛି ରାୟଗଡା ଜିଲ୍ଲାରେ ଜନନୀ ଯନ୍ତ୍ରଣା । ରାସ୍ତା ଘାଟର ସୁବିଧା ନ ଥିବାରୁ ରୋଗୀ ଓ ଗର୍ଭବତୀ ମହିଳାମାନଙ୍କୁ ଷ୍ଟେଚର ସାହାଯ୍ୟରେ ନଦୀ ପାର ହେବାକୁ ପଡ଼ୁଛି । ଏବେ କଲ୍ୟାଣସିଂହପୁର ବ୍ଲକ ସିକରପାଇ…

ମିଷ୍ଟ୍ରି ଗର୍ଲଙ୍କୁ ଚୁମ୍ବନ ଦେଇ ଚର୍ଚ୍ଚାରେ ଉର୍ଫି ଜାଭେଦ

ବମ୍ବେ: ନିଜର ପୋଷାକ ପରିଧାନ ଓ ବୋଲ୍ଡ ବୟାନକୁ ନେଇ ଅଭିନେତ୍ରୀ ତଥା ମଡ଼େଲ ଉର୍ଫି ଜାଭେଦ୍ ବେଶ୍ ଜଣାଶୁଣା । ସେ କଦାପି କାହାକୁ ଭୟ କରନ୍ତି ନାହିଁ । ଯାହା କରିବାକୁ ସେ ଠିକ୍ ଭାବନ୍ତି, ତାହା ହିଁ କରିଥାନ୍ତି । ଏବେ ନିଜର ପୋଷାକ ପରିଧାନକୁ ନେଇ ନୁହେଁ ବରଂ ଚୁମ୍ବନ କରି ଚର୍ଚ୍ଚାରେ ଉର୍ଫି…

କ୍ରୀଡ଼ାର ବିକାଶରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ: ରାଣୀ ରାମପାଲ

ଭୁବନେଶ୍ୱର : ଓଡ଼ିଶା ସରକାର ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ନେଇ ଯେଉଁ ଭଳି କାର୍ଯ୍ୟ କରୁଛନ୍ତି ତାହା ଅତି ପ୍ରଶଂସନୀୟ । କେବଳ ହକି ନୁହେଁ, ଅନ୍ୟ ସମସ୍ତ କ୍ରୀଡ଼ାକୁ ସମାନ ଭାବରେ ପୁଷ୍ଠପୋଷକତା କରୁଛନ୍ତି ରାଜ୍ୟ ସରକାର । କ୍ରୀଡ଼ାର ବିକାଶ ହେଉ କିମ୍ବା କ୍ରୀଡ଼ାବିତ୍‌ଙ୍କୁ…

ବାରାଣସୀରେ ଆରମ୍ଭ ହେଲା ୱାଇ-୨୦ ଶିଖର ସମ୍ମିଳନୀ

ବାରାଣସୀ: ଉତ୍ତର ପ୍ରଦେଶର ବାରାଣସୀସ୍ଥିତ ରୁଦ୍ରାକ୍ଷ ଆନ୍ତର୍ଜାତିକ ସହଯୋଗ ଓ କନଭେନ୍‌ସନ ସେଣ୍ଟରରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ୱାଇ-୨୦ ଶିଖର ସମ୍ମିଳନୀ । ଏହାକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ…

ମହିଳାଙ୍କୁ ମୃତ ଭାବି କବର ଦେଇଦେଲେ ଲୋକେ, ୧୧ ଦିନ ପରେ ହେଲେ ଉଦ୍ଧାର

ବ୍ରାଜିଲ୍‌: ଜୀବନ୍ତ ମହିଳାଙ୍କୁ କବର ଦେଇଦେଲେ ଲୋକେ । ଦିନେ କି ଦୁଇ ଦିନ ନୁହେଁ ୧୧ ଦିନ  ଧରି ସେ କଫିନ ଭିତରେ ଜୀବିତ ଥିଲେ । କଫିନ ଭିତରୁ ବାହାରକୁ ବାହାରିବା ପାଇଁ ସେ ବହୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇ୍‌ଥିଲେ । ଶେଷରେ ତାଙ୍କର କାନ୍ଦ ଶୁଣି ଲୋକମାନେ ତାଙ୍କୁ ୧୧ଦିନ ପରେ କବର…

ଆଇପିଏଲର ଗତ ସଂସ୍କରଣରେ ବିସିସିଆଇ ଆୟ କରିଛି ୨୪୦୦ କୋଟି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଗତ ବର୍ଷ ଆଇପିଏଲ ଆୟୋଜନ ମାଧ୍ୟମରେ ୨୪୦୦ କୋଟି ଟଙ୍କା ଆୟ କରିଛି । ବିସିସିଆଇ ୱେବସାଇଟରେ ୫ ବର୍ଷର ବାର୍ଷିକ ରିପୋର୍ଟ ଜାରୀ କରାଯାଇଛି । ୨୦୧୭ରୁ୨୨ ମଧ୍ୟରେ ବିସିସିଆଇ ୨୨ ହଜାର କୋଟି ଟଙ୍କା ଆୟ କରିଛି । ୨୦୨୨ ଆଇପିଏଲରେ ଓଭରାଲ ୬ ହଜାର…

୩୨ ବର୍ଷ ପରେ ପୁନର୍ବାର ଏକତ୍ର ଅଭିନୟ କରିବେ ଅମିତାଭ, ରଜନୀକାନ୍ତ

ମୁମ୍ବାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଜେଲର ଫିଲ୍ମ ଏବେ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି । ୮ଦିନରେ ଏହା ସାରା ବିଶ୍ୱରେ ୪୦୦ କୋଟିରୁ ଊର୍ଦ୍ଧ୍ୱ ଆୟ କରିସାରିଛି । କେତେକ ୱେବସାଇଟରେ ପ୍ରକାଶିତ ରିପୋର୍ଟ ଅନୁସାରେ ଦୀର୍ଘ ୩୨ ବର୍ଷ ପରେ ଅମିତାଭ ବଚ୍ଚନ ଓ ରଜନୀକାନ୍ତ ଏକତ୍ର ଅଭିନୟ…

କିଶୋରଙ୍କ ସ୍ୱପ୍ନ ସାକାରରେ ଏଥର ଅନ୍ତରାୟ ହେବନି ଭିସା

ଭୁବନେଶ୍ୱର: ପ୍ରଥମ ଓଡିଆ ଆଥଲେଟ ଭାବେ କିଶୋର ଜେନା ବିଶ୍ୱ ଆଥଲେଟିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରି ମନରେ ଅନେକ ସ୍ୱପ୍ନ ସଜାଡିଥିଲେ । ମାତ୍ର ହଠାତ ଏହି ଆଶା ଭାଙ୍ଗିବା ଆଶଙ୍କା ସୃଷ୍ଟି କରିଥିଲା । ହଙ୍ଗେରୀର ଏମାସରେ ୧୯ରୁ ଆରମ୍ଭ ହେବ ଏହି ଚାମ୍ପିୟନଶିପ । ତାଙ୍କୁ ପ୍ରଦାନ କରାଯାଇଥିବା…

ଆମେରିକାରେ ‘ଜୱାନ’ର ଆଡଭାନ୍ସ ବୁକିଂ, ୪ ହଜାରରୁ ଅଧିକ ଟିକେଟ ବିକ୍ରି

ମୁମ୍ବାଇ: ବଲିଉଡର଼ କିଙ୍ଗ୍ ଖାନ୍ ତଥା ଶାହରୁଖ ଖାଁଙ୍କ ଫିଲ୍ମ ପଠାନକୁ ଲୋକେ ବହୁତ ପସନ୍ଦ କରିଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ ମଧ୍ୟ ବ୍ୟବସାୟରେ ରେକର୍ଡ଼ ଭାଙ୍ଗିଥିଲା । ଏମିତି କି ପ୍ରଶଂସକମାନେ ଅଧିକ ଟଙ୍କା ଦେଇ ଏହି ଫିଲ୍ମ ଟିକେଟ କିଣିଥିଲେ । କେବଳ ଏତିକି ନୁହେଁ, ଫିଲ୍ମ ଦେଖିବା…