ସିନେମା ଇତିହାସରେ ନୂଆ ରେକର୍ଡ କଲା ଗଦର-୨, ୨୦୦ କୋଟି କ୍ଲବରେ ସାମିଲ
ମୁମ୍ବାଇ: ଅଭିନେତା ସନ୍ନି ଦେଓଲଙ୍କ ବହୁ ପ୍ରତୀକ୍ଷିତ ମସାଲା ଆକ୍ସନ ଏଣ୍ଟରଟେନର୍ ‘ଗଦର-୨’ ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ କରିଛି। ପରଦାରେ ତାରା-ସାକିନାଙ୍କ ଯୋଡିକୁ ଦେଖି ପ୍ରଶଂସକମାନେ ଖୁସି ଅଛନ୍ତି। ଦର୍ଶକ ଫିଲ୍ମକୁ ବହୁତ ଭଲ ପାଇବା ଦେଇଛନ୍ତି। ‘ଗଦର-୨’ ରିଲିଜ ସପ୍ତାହରେ ମେଗା…