Latest Odisha News

ଭାଷା ଭାଗବତ : ଖଂଡ ଖଂଡ ବିଶ୍ବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଦେଶଜ ଶବ୍ଦକୁ ଉପେକ୍ଷା କଲେ ଭାଷା ପାଏନି ରକ୍ଷା ଶିକ୍ଷିତ ଲୋକେ ଲୋକଚ୍ୟୁତ ହୋଇଲେ କମିବ ମହତ୍ତ୍ବ ଥିଲେ ହେଁ ବହୁବିଧ ବ୍ୟାଧି ମିଳୁନି ନିଶ୍ଚିତ ଔଷଧି ପରଂପରାରେ ହୋଇ ବାଂଧି କରିହୁଏନି ଚିତ୍ତ ଶୁଦ୍ଧି ସ୍ମୃତିର ମୌଳିକ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ମୂର୍ତ୍ତି ତତ୍ତ୍ୱ (୨)

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ତତ୍ତ୍ୱ ଉପରେ ଅନୁଶୀଳନ କଲେ ଜଣାଯାଏ ଯେ ସାଧାରଣରେ ବିଷ୍ଣୁ ପ୍ରତିମାଙ୍କ ମନ୍ୟୁଷାକୃତି ବିଗ୍ରହ ପରି ଏହି ବିଗ୍ରହମାନେ ଗଠିତ ହୋଇ ନାହାନ୍ତି, କେବଳ…

ଆଜିଠୁ ପୁରୀକୁ ଗଡିବ ଜଗନ୍ନାଥ ଏକ୍ସପ୍ରେସ

ଭୁବନେଶ୍ୱର: ଲକ୍ଷ୍ମୀ ଯୋଜନାର ତୃତୀୟ ପର୍ଯ୍ୟାୟରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଜଗନ୍ନାଥ ଏକ୍ସପ୍ରେସ ସେବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସେବାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ। ୩୦ଟି ଯାକ ଜିଲ୍ଲାରୁ ପୁରୀ କୁ ସିଧାସଳଖ ଗଡ଼ିବ ଏସି ଡିଲକ୍ସ ଆରାମଦାୟକ ବସ। ତେବେ ପ୍ରଥମ…

ଟି୨୦ରେ ରୋହିତ ହାସଲ କଲେ ସର୍ବାଧିକ ଶତକ

ବାଙ୍ଗାଲୋର: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି୨୦ ମ୍ୟାଚରେ ଭାରତର ରୋହିତ ଶର୍ମା ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରେ ସେ ପ୍ରଥମ ଖେଳାଳି ଭାବେ ଟି୨୦ରେ ୫ଟି ଶତକ ହାସଲ କରିଛନ୍ତି । ତାଙ୍କ ପଛକୁ ୪ ଶତକ ସହ ଭାରତର ସୂର୍ଯ୍ୟକୁମାର ଯାଦବ ଏବଂ ଅଷ୍ଟ୍ରେଲିଆର ଗ୍ଲେନ…

ଜନ୍ମ ତାରିଖ ସଂଶୋଧନ ପାଇଁ ଆଧାର କାର୍ଡ ବ୍ୟବହାର କରାଯାଇପାରିବ ନାହିଁ: ଇପିଏଫଓ 

ନୂଆଦିଲ୍ଲୀ: ଆଧାର କାର୍ଡକୁ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବିବେଚନା କରାଯାଏ । ହେଲେ ଆଧାରକାର୍ଡକୁ ନେଇ ଇପିଏଫଓ ଏକ ବଡ ନିଷ୍ପତ୍ତି ନେଇଛି । ଜନ୍ମ ତାରିଖକୁ ଅପଡେଟ କିମ୍ବା ସଂଶୋଧନ କରିବା ପାଇଁ ଆଧାର କାର୍ଡ ବ୍ୟବହାର କରାଯାଇପାରିବ ନାହିଁ। ଇପିଏଫଓ ପକ୍ଷରୁ ଜନ୍ମ ତାରିଖ ଅପଡେଟ…

ଭାରତରେ ୯୭ ପ୍ରତିଶତ ବ୍ୟକ୍ତି ରାତ୍ରିଭୋଜନ ବେଳେ ଟିଭି ଦେଖନ୍ତି

ନୂଆଦିଲ୍ଲୀ: ନୀଲସନ ଆଇକ୍ୟୁ ଓ ଆମାଜନର ଏକ ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି । ଭାରତୀୟ ଦର୍ଶକଙ୍କ ମନୋରଞ୍ଜନ ଶୈଳୀକୁ ନେଇ ଏହି ସର୍ଭେ କରାଯାଇଥିଲା । ରିପୋର୍ଟ ଅନୁସାରେ ଭାରତରେ ୯୭ ପ୍ରତିଶତ ବ୍ୟକ୍ତ ରାତ୍ରିଭୋଜନ ବେଳେ ଟିଭି ଦେଖିବାକୁ ପସନ୍ଦ କରିଥାନ୍ତି । ୭୮ ପ୍ରତିଶତ ବ୍ୟକ୍ତି…

ଓସ୍‌ଜା ବାର୍ଷିକ କ୍ରୀଡ଼ା ପୁରସ୍କାର ସମାରୋହ; “ଶୃଙ୍ଖଳା ହିଁ ସଫଳତାର ମାପକାଠି: କିଶୋର ଜେନା” 

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ ଟେନିସ ସେଣ୍ଟରରେ ଆୟୋଜିତ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା) ଦ୍ବାରା ଚଳିତ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ ପୁରସ୍କାର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଏସିଆଡ଼ କ୍ରୀଡ଼ା ପଦକ ବିଜେତା ଜାଭେଲିନ୍‌ ଫିଙ୍ଗାଳି କିଶୋର ଜେନା ଯୋଗଦେଇଥିଲେ। ଶୃଙ୍ଖଳା ଓ…

ତୃତୀୟ ଦିନରେ ଜମୁଛି ଧନୁଯାତ୍ରା: ଗୋପପୁରରେ କୃଷ୍ଣ ଙ୍କୁ ପାଇ ଆତ୍ମବିଭୋର ନନ୍ଦରାଜା ଓ ରାଣୀ

ବରଗଡ: ତୃତୀୟ ଦିନରେ ଜମୁଛି ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଗୋପପୁରରେ ଶ୍ରୀକୃଷ୍ଣ ଙ୍କୁ ପାଇ ଆତ୍ମବିଭୋର ହୋଇପଡିଛନ୍ତି ନନ୍ଦରାଜା ଓ ନନ୍ଦରାଣୀ । ସେଥିପାଇଁ ଆୟୋଜନ କରିଛନ୍ତି ନନ୍ଦୋତ୍ସବ । କୃଷ୍ଣ ଜନ୍ମ ପରେ ସାରା ଗୋପପୁର ହୋଇପଡ଼ିଛି ଉତ୍ସବ ମୁଖର । ଏହାସହ କୃଷ୍ଣଙ୍କ ଆଗମନରେ…

ହିଜବୁଲ ମୁଜାହିଦ୍ଦିନର ଫାଇନାନ୍ସରଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ବଡ ସଫଳତା । ହିଜବୁଲ ମୁଜାହିଦ୍ଦିନର ଜଣେ ଫାଇନାନ୍ସରଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତଙ୍କ ନାମ ମହମ୍ମଦ ରଫି ନଜର। ସେ ଜମ୍ମୁ-କଶ୍ମୀର ସୋପୋର ଜିଲ୍ଲାର ବାସିନ୍ଦା। ଆତଙ୍କବାଦୀ ରଫି ନଜର ହିଜବୁଲ ହ୍ୟାଣ୍ଡେଲରଙ୍କ ମାଧ୍ୟମରେ ଟଙ୍କା…

ପରିବର୍ତ୍ତିତ ଜଳବାୟୁ ଉପରେ ରଖାଯିବ ନଜର: ଫେବ୍ରୁଆରୀରେ INSAT-3DS ଉପଗ୍ରହ ଲଞ୍ଚ କରିବ ଇସ୍ରୋ

ନୂଆଦିଲ୍ଲୀ: ଖୁବଶୀଘ୍ର ମହାକାଶକୁ ପ୍ରେରଣ ହେବ INSAT-3DS ଉପଗ୍ରହ । ଜିଓସିଙ୍କ୍ରୋନସ୍ ଲଞ୍ଚ ଭେଇକିଲ ବା GSLV-F14 ପରି ଅତ୍ୟାଧୁନିକ ରକେଟ ମାଧ୍ୟମରେ ଏହାକୁ ଉତକ୍ଷେପଣ କରାଯିବ । ଆସନ୍ତା ଫେବ୍ରୁଆରୀ ମାସ ପ୍ରଥମ ସପ୍ତାହରେ ଉତକ୍ଷେପଣ ନେଇ ଯୋଜନା କରୁଛି ଇସ୍ରୋ । ଏନେଇ ଇସ୍ରୋର ଜଣେ…