ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲା: ପ୍ରୟାସକାନ୍ତିଙ୍କୁ ୧୮ ଘଣ୍ଟାର ମାରାଥନ ଜେରା
ଭୁବନେଶ୍ବର: ସରିଲା ୧୮ ଘଣ୍ଟାର ଜେରା । ଦିନ ରୁ ରାତି ସାରା ଜେରା ପରେ ଭୋର ୪ ଟାରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି । ଗତକାଲି ଦିନ ୧୦ ଟାରେ ଇଡି ଅଫିସରେ ହାଜର ହୋଇଥିଲେ ପ୍ରୟାସକାନ୍ତି । ଏହା ପରେ ତାଙ୍କୁ ମାରାଥନ୍ ଜେରା କରାଯାଇଥିଲା ।…