ହିଜବୁଲ ମୁଜାହିଦ୍ଦିନର ଫାଇନାନ୍ସରଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ
ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ବଡ ସଫଳତା । ହିଜବୁଲ ମୁଜାହିଦ୍ଦିନର ଜଣେ ଫାଇନାନ୍ସରଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତଙ୍କ ନାମ ମହମ୍ମଦ ରଫି ନଜର। ସେ ଜମ୍ମୁ-କଶ୍ମୀର ସୋପୋର ଜିଲ୍ଲାର ବାସିନ୍ଦା।
ଆତଙ୍କବାଦୀ ରଫି ନଜର ହିଜବୁଲ ହ୍ୟାଣ୍ଡେଲରଙ୍କ ମାଧ୍ୟମରେ ଟଙ୍କା…