ଖୁବ୍ ଶୀଘ୍ର ବିବାହ କରିବେ ବିଜୟ ଦେବରକୋଣ୍ଡା ! ଇଭେଣ୍ଟରେ କଲେ ଖୁଲାସା କେବେ କରିବେ ବିବାହ
ମୁମ୍ବାଇ : ପାନ୍ ଇଣ୍ଡିଆର ସୁପରଷ୍ଟାର ବିଜୟ ଦେବରକୋଣ୍ଡା । ଖୁବ୍ ଶୀଘ୍ର ସେ ବିବାହ କରିବାକୁ ଯାଉଛନ୍ତି । ଆମେ ଏକଥା କହୁନୁ , ସେ ନିଜେ ଏକ ଇଭେଣ୍ଟରେ ଖୁଲାସା କରିଛନ୍ତି । ବତ୍ତର୍ମାନ ସାମନ୍ଥାଙ୍କ ସହ ଏକ ଫିଲ୍ମ ଆସିବାକୁ ଯାଉଛି । ଯାହାର ନାମ ହେଉଛି ଖୁସି । କେବଳ ତେଲୁଗୁ ଭାଷା…