Latest Odisha News

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ଓଡ଼ିଶା ସଂସ୍କୃତି ସମ୍ପର୍କିତ ଚିତ୍ରକଳା ଶିବିର…

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ବନ ବିଭାଗ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନାର ମିଳିତ ଆନୁକୁଲ୍ୟରେ ମଦନପୁର ସ୍ଥିତ ବିଶ୍ୱ ବିଦ୍ୟାଳୟ ପରିସରରେ ଏକ ବିଶାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର…

ଆଗୁଆ ହେବ କି ବିଧାନସଭା ନିର୍ବାଚନ ? ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:କେବେ ହେବ ରାଜ୍ୟ ବିଧାନସଭା ନିର୍ବାଚନ ?  ଆଗୁଆ ହେବ ନା ଲୋକସଭା ନିର୍ବାଚନ ସହ ହେବ ? ୨୦୨୪ ନିର୍ବାଚନକୁ ନେଇ ଏମିତି ଅନେକ ପ୍ରଶ୍ନକୁ ନେଇ ଆଲୋଚନା ଜୋର ଧରିଥିବାବେଳେ  ମୁହଁ ଖୋଲିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ ଗଣମାଧ୍ୟମକୁ ସାକ୍ଷାତ ଦେଇ…

ମଧୁବାବୁ ଯୋଜନାରେ ଯୋଡି ହେଲେ ଆଉ ୪ ଲକ୍ଷ ହିତାଧିକାରୀ

ଭୁବନେଶ୍ବର : ବଢିଲା ମଧୁବାବୁ ପେନସନ୍ ଯୋଜନା ପରିସର । ମଧୁବାବୁ ଯୋଜନାରେ ଯୋଡି ହୋଇଛନ୍ତି ଆଉ ୪ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀ । ବିଶେଷ କରି ବୃଦ୍ଧ, ବୃଦ୍ଧା, ବିଧବା ଏବଂ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଏହି ଭତ୍ତା ମିଳିବ । ଅଗଷ୍ଟ ୧୫ ତାରିଖରେ ଏଥିରେ ସାମିଲ ଥିବା ନୂଆ…

୧୩୭ ଦିନ ପରେ ସଂସଦକୁ ଫେରିଲେ ରାହୁଲ, ପାଛୋଟି ନେଲେ ‘ଇଣ୍ଡିଆ’ ସଦସ୍ୟ

ନୂଆଦିଲ୍ଲୀ:ସଦସ୍ୟତା ଫେରିପାଇବା ପରେ ରାହୁଲ ଗାନ୍ଧୀ ୧୩୭ ଦିନ ପରେ ଆଜି ସଂସଦକୁ ଫେରିଛନ୍ତି । ରାହୁଲ ଆଜି ସଂସଦକୁ ଫେରିବା ସମୟରେ ବିରୋଧୀଙ୍କ ନୂଆ ମେଣ୍ଟ ଇଣ୍ଡିଆର ସଦସ୍ୟମାନେ ତାଙ୍କୁ ପାଛୋଟି ନେଇଥିଲେ । ସାଂସଦମାନେ ରାହୁଲଙ୍କ ସପକ୍ଷରେ ନାରାବାଜି ବି କରିଥିଲେ । ସଂସଦକୁ ଆସିବା…

ଲୋକସଭା ନିର୍ବାଚନ: ଗୁଜୁରାଟରେ ହେବ ଆପ୍-କଂଗ୍ରେସର ମେଣ୍ଟ, ଆପ୍ ନେତାଙ୍କ ଘୋଷଣା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଥିବାବେଳେ ଉଭୟ ବିରୋଧୀ ଏବଂ ଶାସକ ଦଳ ଛୋଟ-ବଡ଼ ଦଳ ସହ ମେଣ୍ଟ କରୁଛନ୍ତି। ଗୁଜୁରାଟରେ ମଧ୍ୟ ଆମ୍ ଆଦମୀ ପାର୍ଟି ଲୋକସଭା ନିର୍ବାଚନ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି। ଆମ୍ ଆଦମୀ ପାର୍ଟିର ଶୀର୍ଷ ନେତା ଇସୁଦାନ ଗଢଭୀ କହିଛନ୍ତି…

ବର୍ଷାଦିନେ ନିଅନ୍ତୁ ପାଦର ଯତ୍ନ, ଜାଣନ୍ତୁ ଘରୋଇ ଉପାୟ..

ଓଡ଼ିଶା ସମ୍ବାଦ ବ୍ୟୁରୋ; ବର୍ଷାଦିନେ ମାଟି କାଦୁଅ, ଅପରିଷ୍କାର ପାଣିରେ ପାଦ ଭିଜିବା ଯୋଗୁ ଜୀବାଣୁ ସଂକ୍ରମଣର ଆଶଙ୍କା ବେଶି ବଢ଼ିଯାଏ । ତା’ ଛଡ଼ା ଓଦା ଚପଲ, ଜୋତା ଆଦି ଅଧିକ ସମୟ ରହିବା କାରଣରୁ ପାଦ ଗନ୍ଧ ହେବା ସହ ପାଣିଖାଇବା, ଫଙ୍ଗାଲ ଇନ୍‌ଫେକ୍ସନ ବି କେତେକଙ୍କଠାରେ ଦେଖା ଦେଇଥାଏ।…

ଦୁର୍ଦ୍ଦାନ୍ତ ଅପରାଧୀ ଗ୍ୟାଙ୍ଗକୁ ଧରିଲା ପୋଲିସ; ବଡ ଧରଣର କାଣ୍ଡ ପାଇଁ କରୁଥିଲେ ଯୋଜନା

ଭୁବନେଶ୍ୱର:ଏକ ଦୁର୍ଦ୍ଦାନ୍ତ ଅପରାଧୀ ଗ୍ୟାଙ୍ଗକୁ ଧରିଛି କମିଶନରେଟ ପୋଲିସ । ଏହି ଗ୍ୟାଙ୍ଗ ଏକ ବଡ ଧରଣର ଅପରାଧିକ କାଣ୍ଡ କରିବାକୁ ଯାଉଥିବାବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ପୋଲିସ ଏମାନଙ୍କୁ ଧରିଛି । ଗ୍ୟାଙ୍ଗର ମୁଖ୍ୟ ସଞ୍ଜୟ ଖୁଣ୍ଟିଆ ଓ ତାଙ୍କ ୩ ଜଣଙ୍କୁ ଗିରଫ କରାଯାଇଛି ।…

ସାବଧାନ ! ସକ୍ରିୟ ହେଲା ଏହି ୩ଟି ମାଲୱେର, ସିଷ୍ଟମରୁ ତୁରନ୍ତ ଚୋରି କରନ୍ତି ତଥ୍ୟ

ସଫ୍ଟୱେୟାର ଦୁନିଆରେ ଆଜିକାଲି ବହୁମାତ୍ରାରେ ମାଲୱେର ଆଟାକ ଚାଲିଛି। ଯଦି ଆପଣ ସ୍ମାର୍ଟଫୋନ୍, ଲାପଟପ୍ କିମ୍ବା କମ୍ପ୍ୟୁଟର ଚଲାଇବା ବେଳେ ଇଣ୍ଟରନେଟ୍ ବ୍ୟବହାର କରନ୍ତି, ତେବେ ଆପଣଙ୍କୁ ବହୁତ ସତର୍କ ରହିବାକୁ ପଡିବ। କାରଣ ମାଲୱେର୍ ଅର୍ଥାତ୍ ଭାଇରସ୍ ଲାପଟପ୍ କିମ୍ବା କମ୍ପ୍ୟୁଟର ପାଇଁ…

ଏହି କମ୍ପାନୀରେ କେବଳ ଗେମ୍ ଖେଳିଲେ ମିଳିବ ସପ୍ତାହକୁ ୩ ଲକ୍ଷ ଟଙ୍କା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଯେଉଁମାନେ ଗେମ୍ ଖେଳିବାକୁ ପସନ୍ଦ କରନ୍ତି କେବଳ ସେମାନେ ପାଇବେ ଚାକିରି। ଖବରଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଦୁନିଆରେ ଆପଣ ବିଭିନ୍ନ ପ୍ରକାର ଚାକିରି ବିଷୟରେ ଶୁଣିଥିବେ, କିନ୍ତୁ ଯେଉଁମାନେ ଗେମ୍ ଖେଳନ୍ତି ସେମାନେ କେବଳ ଏହି ଚାକିରି କରିପାରିବେ ଏପରି କଥା ଆପଣ…

ଏମିତି ନଦୀ ଯେଉଁଠି ୨୪ ଘଣ୍ଟା ପ୍ରବାହିତ ହୁଏ ଗରମ ପାଣି

ଓଡ଼ିଶା ସମ୍ବାଦ ବ୍ୟୁରୋ; ପ୍ରକୃତିର ସବୁଠାରୁ ସୁନ୍ଦର ଓ ଚମତ୍କାର ସୃଷ୍ଟି ହେଉଛି ଆମ ବିଶ୍ୱରେ ଥିବା ନଦୀ ଓ ଏହାର ଆଖାପାଖର ପରିବେଶ । ତେବେ  ନଦୀକୁ ନେଇ ସାରା ବିଶ୍ୱରେ ଅନେକ ରହସ୍ୟ ରହିଛି । କେଉଁଠି ବେଳେ ବେଳେ ନଦୀର ପାଣି ରକ୍ତ ଭଳି ଦେଖାଯାଉଛି ତ କେଉଁଠି ଅନବରତ ବନ୍ୟା ହେବା ଭଳି ପାଣି…