ବଢୁଛି ହୀରାକୁଦ ଜଳସ୍ତର; ସବୁଠି ବନ୍ୟା ପରିସ୍ଥିତି
ଭୁବନେଶ୍ୱର: ଲଗାଣ ବର୍ଷା ପରେ ଏବେ ସବୁଠି ବନ୍ୟା ପରିସ୍ଥିତି । ମହାନଦୀ, ବୈତରଣୀ ଫୁଲୁଛି । ଶାଖା ନଦୀ ଗୁଡିକରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏପଟେ ହୀରାକୁଦରେ ଜଳସ୍ତର ବି ବଢୁଛି । ସକାଳ ୯ଟା ସୁଦ୍ଧା ଜଳଭଣ୍ଡାର ଜଳସ୍ତର ୬୧୫.୫୨ ଫୁଟ ରହିଛି । ହୀରାକୁଦକୁ ୪, ୭୭, ୨୯୦…