ଏବେ ହାତ ପାହାନ୍ତାରେ ଡାଇବେଟିସ୍ ଉପଚାର
ନୂଆଦିଲ୍ଲୀ : ଶରୀରକୁ ସୁସ୍ଥ ତଥା ଫୁର୍ତ୍ତି ରଖିବାକୁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରେ । କେତେଜଣ ସକାଳୁ ଉଠି ବ୍ୟାୟାମ କରନ୍ତି , ତ ଆଉ କିଏ ଜିମ୍ ଯାଏ । ଆଉ କେହି କେହି ସକାଳୁ ଉଠି ଫୁସ୍ ପିଇବାକୁ ଭଲ ପାଆନ୍ତି । ବର୍ତ୍ତମାନ ସମୟରେ ଡାଇବେଟିସ୍ ଏକ ମୁଖ୍ୟ ସମସ୍ୟା ପାଲଟିଛି ।…