ୟୁପିରେ ଗର୍ଭବତୀ ମହିଳାମାନଙ୍କ ଡିମାଣ୍ଡ, ରାମ ମନ୍ଦିରର ପ୍ରତିଷ୍ଠା ଦିନ ସନ୍ତାନ ଜନ୍ମଦେବୁ
ଅଯୋଧ୍ୟା; ୨୨ ଜାନୁଆରୀରେ ଅଯୋଧ୍ଯାରେ ରାମମନ୍ଦିରର ଶିଳାନ୍ୟାସ ହେବ। ଯାହାକୁ ନେଇ ପୂରା ଦେଶରେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ତେବେ ଏହି ସମୟରେ ଉତ୍ତରପ୍ରଦେଶର ଏକ ସରକାରୀ ହସ୍ପିଟାଲ ରୋଚକ ଘଟଣା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ ୟୁପିର ସରକାରୀ…