୧୪ ବର୍ଷର ବାଳକକୁ ବଳି ଦିଆଯାଇଥିବା ଅଭିଯୋଗ, ସାଧିକାଙ୍କ ସହ ୩ ପୁଅ ଥାନାରେ ଅଟକ
ଅନୁଗୁଳ: ନରବଳି ଦିଆଯାଇଥିବା ଅଭିଯୋଗ କରି ଲୋକେ ପୋଲିସ ଭ୍ୟାନ୍ ପୋଡ଼ି ଦେବାର ଦିନକ ପରେ ପୋଲିସ ଆକ୍ସନ୍ ମୋଡକୁ ଆସିଛି । ମଙ୍ଗଳା କୋଠିର ସାଧିକାଙ୍କ ସହ ୩ ପୁଅଙ୍କୁ କିଆକଟା ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ତେବେ ୧୪ ବର୍ଷୀୟ ସଞ୍ଜିତର ମୃତ୍ୟୁ କେମିତି ହେଲା ? ସେନେଇ ୪…