ପ୍ରବଳ ବର୍ଷାରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲା ୨ ଜିଲ୍ଲାର ୧୮ ଗାଁ
ଭୁବନେଶ୍ୱର: ବାହ୍ୟ ଜଗତରୁ ବିଚ୍ଛିନ୍ନ ୧୮ ଗାଁ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ କନ୍ଧମାଳ ଓ ଗଜପତି ଜିଲ୍ଲାରେ ୧୮ଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଯାଇଛି । ଅନେକ ସ୍ଥାନରେ ଧୋଇ ଯାଇଛି ଆପ୍ରୋଚ୍ ରୋଡ୍ ।
ସୂଚନା ଅନୁସାରେ, ଶୁକ୍ରବାର ଠାରୁ ହେଉଥିବା ଲଗାଣ…