ଲୋକପ୍ରିୟ ହେଉଛି ୱାକିଂ ଫୁଟବଲ
ଲଣ୍ଡନ: ଫୁଟବଲ ସାରା ବିଶ୍ୱରେ ସବୁଠାରୁ ଲୋକପ୍ରିୟ ଖେଳ ଭାବେ ପରିଗଣିତ । ତେବେ ଏହା ସମସ୍ତଙ୍କ ପକ୍ଷେ ଖେଳିବା ସମ୍ଭବପର ନୁହେଁ । ଲଣ୍ଡନରେ ଫୁଟବଲକ ୁ ପସନ୍ଦ କରୁଥିବା କେତେକ ବ୍ୟକ୍ତି ୱାକିଂ ଫୁଟବଲର ଆରମ୍ଭ କରିଥିଲେ । ଆଶ୍ଚର୍ଯ୍ୟଜନକ ଭାବେ ଏହା ବେଶ ଲୋକପ୍ରିୟ ହେବାରେ ଲାଗିଛି । ୨୦୧୧ରୁ…