Latest Odisha News

BREAKING NEWS

ଦୁର୍ଘଟଣା ହ୍ରାସ ପାଇଁ ଅଭିନବ ଚିନ୍ତାଧାରା: ରାଜପଥ କଡରେ ଥିବା ଢାବାରେ ଟ୍ରକ ଚାଳକଙ୍କୁ ଚା’ ପିଆଇବେ ସରକାର

ଭୁବନେଶ୍ୱର: ଦିନକୁ ଦିନ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ଓଡ଼ିଶା ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ନିଶା ନିବାରଣ ଓ ଦୁର୍ଘଟଣା ରୋକିବା ଲକ୍ଷ୍ୟରେ ବିଭାଗ ପକ୍ଷରୁ ରାଜପଥ କଡ଼ରେ ଥିବା ଢାବା ଓ ହୋଟେଲ୍ଗୁଡ଼ିକ ସହ ମିଶି ରାତିରେ ଟ୍ରକ୍…

ଯାତ୍ରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ: ପ୍ରଥମେ ଲିଙ୍ଗରାଜ ମନ୍ଦିର ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ…

ପୁରୀ: ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ୍ ପ୍ରୋଜେକ୍ଟ ବହୁ ପ୍ରତୀକ୍ଷିତ ଯାତ୍ରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଜାନୁଆରୀ ୧୭ ତାରିଖରେ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ ପତ୍ର ସମର୍ପଣ କରାଯିବା ପରେ ଅପରାହ୍ନରେ ଶ୍ରୀମନ୍ଦିର ପ୍ରଶାସନ…

୩୧୬୦ କୋଟିର ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କଲେ ମଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୪ଟି ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ବୈତରଣୀ ବାମ ପାର୍ଶ୍ୱ କେନାଲ ସହିତ ହଳଦିଆ ଡ୍ୟାମର ଲୋକାର୍ପଣ କରିଛନ୍ତି । ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ୨୮ କି.ମି. ଦୀର୍ଘ ବୈତରଣୀ…

ଦାମୀ କାରକୁ ଶସ୍ତାରେ ବିକ୍ରି କରିବାର ଲୋଭ ଦେଖାଇ କିଭଳି ଠକିଥିଲେ ତିନି ଅଭିଯୁକ୍ତ, ପଢ଼ନ୍ତୁ ଏହି ରିପୋର୍ଟ

ଭୁବନେଶ୍ୱର: ଦାମୀ କାର ଯଦି ନିଜ ପକେଟକୁ ସୁହାଇଲା ଭଳି ଦାମରେ ମିଳିଯିବ ତାହେଲେ କିଏ ବା ହାତଛଡା କରିବ। ଆବଶ୍ୟକ ପଡିଲେ ଆଉ କିଛି ଅଧିକ ଟଙ୍କା ନିବେଶ କରି ସେହି ମନଲୋଭା କାରକୁ ଆଣି ଚଢିବାରେ ଏବଂ ନିଜ ଥାଟବାଟ ଦେଖାଇବାରେ ସଉକ ରଖୁଥିବା ଲୋକଙ୍କ ପାଇଁ ଏବେ ହେଜିବାର ସମୟ ଆସିଛି। କାରଣ…

ମହାପ୍ରଭୁଙ୍କ ଶ୍ରୀଚରଣରେ ଅର୍ପଣ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମ୍ପର୍କିତ ନିମନ୍ତ୍ରଣ ପତ୍ର

ପୁରୀ: ଜାନୁଆରୀ ୧୭ରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ତେଣୁ ଏନେଇ ଆଜି ଶୁଭ ବେଳାରେ ବାହାରିଲା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିମନ୍ତ୍ରଣ ପତ୍ର । ଶ୍ରୀମନ୍ଦିର ପରିକ୍ରମାର ଲୋକାର୍ପଣ ସମ୍ପର୍କିତ ନିମନ୍ତ୍ରଣ ପତ୍ର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ବାହାରି…

ଆଣବିକ ଆକ୍ରମଣ କରିବ ନର୍ଥ କୋରିଆ! 

ସିଓଲ: ଯଦି ରାଷ୍ଟ୍ରର ସ୍ବାର୍ଥରେ ଆଞ୍ଚ ଆସେ ବା ସେଭଳି ପରିସ୍ଥିତି ଉପୁଜେ ତେବେ ଆଣବିକ ଆକ୍ରମଣ କରିବାକୁ ନର୍ଥ କୋରିଆ ପଛଘୁଞ୍ଚା ଦେବ ନାହିଁ ବୋଲି କହିଛନ୍ତି ଶାସକ କିମ୍ ଜଙ୍ଗ ଉନ । ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ ମିସାଇଲ ବା ଆଇସିବିଏମର ଲଞ୍ଚିଂ ଡ୍ରିଲ ଅବକାଶରେ ମିଲିଟାରୀର ମିସାଇଲ…

ଡବ୍ଲୁଏଫ୍ଆଇର ନୂଆ ସଭାପତି ସଞ୍ଜୟ ସିଂହ, ସାକ୍ଷୀ ମଲ୍ଲିକ କହିଲେ ଛାଡିଦେବେ କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଙ୍ଘ (ଡବ୍ଲ୍ୟୁଏଫ୍ଆଇ)ର ପୂର୍ବତନ ମୁଖ୍ୟ ବ୍ରିଜ୍ ଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂହ ଗୁରୁବାର ସଂଘର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସଂସ୍କାର ଓ ନେତୃତ୍ୱ ପରିବର୍ତ୍ତନ ଦାବିରେ ଜନ୍ତରମନ୍ତରରେ ବିକ୍ଷୋଭକାରୀ କୁସ୍ତିଯୋଦ୍ଧାମାନେ…

୨ କୋଟି ୮୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବେଆଇନ ଅଳଙ୍କାର ଜବତ କଲା ଆୟକର ବିଭାଗ

ନୂଆଦିଲ୍ଲୀ: ଡିସେମ୍ବର ୬ ତାରିଖରେ ଆୟକର ବିଭାଗ ଓଡ଼ିଶା ସମେତ ତିନିଟି ରାଜ୍ୟ ଝାଡ଼ଖଣ୍ଡ, ଏବଂ ପଶ୍ଚିମବଙ୍ଗରେ କରିଥିବା ରେଡରୁ ୩୫୧ କୋଟି ନଗଦ ଟଙ୍କା ସହିତ ୨ କୋଟି ୮୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବେଆଇନ ଅଳଙ୍କାର ଜବତ କରିଛି। କେନ୍ଦ୍ର ସରକାର ଆଜି ଏହି ସ୍ପଷ୍ଟୀକରଣ ରଖିଛନ୍ତି। ସେହିପରି…

ଜମ୍ମୁ କଶ୍ମୀର: ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ, ତିନି ଯବାନ ସହିଦ

ରଜୌରୀ: ଆତଙ୍କବାଦୀମାନେ ଗୁରୁବାର ଦିନ ଜମ୍ମୁ କଶ୍ମୀରର ପୁଞ୍ଚ ଜିଲ୍ଲାର ଦୁଇଟି ସେନା ଗାଡି ଉପରେ ଆକ୍ରମଣ କରିବାରୁ ତିନିଜଣ ଯବାନ ସହିଦ ହୋଇଛନ୍ତି । ଅନ୍ୟ ତିନିଜଣ ଆହତ ହୋଇଛନ୍ତି। ଏହି ଘଟଣା ଜିଲ୍ଲାର ରଜୌରୀ ସେକ୍ଟରରେ ଘଟିଛି ଯେଉଁ ଅଞ୍ଚଳରେ ଗତ କିଛି ମାସ ହେବ ଆତଙ୍କବାଦୀ…

ବିଜେଡିର ମିଶ୍ରଣ ପର୍ବ: ଶତାଧିକ ବିଜେପି କର୍ମୀ ବିଜେଡିରେ ସାମିଲ

ଭୁବନେଶ୍ୱର: ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି ବିଜୁ ଜନତା ଦଳର ମିଶ୍ରଣ ପର୍ବ। ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି ବ୍ରହ୍ମଗିରି ପୂର୍ବତନ ବିଜେପି ଯୁବମୋର୍ଚ୍ଚା ସଭାପତି ଜୟନ୍ତ କୁମାର ମହାନ୍ତିଙ୍କ ସମେତ ଶତାଧିକ ବିଜେପି କର୍ମୀ। ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ…