ଅଟଲୀଙ୍କ ଆଗାମୀ ଫିଲ୍ମରେ ବରୁଣଙ୍କ ସହ ଅଭିନୟ କରିବେ କୀର୍ତି ସୁରେଶ
ମାଡ୍ରାସ:ଜୱାନ ପରେ ଅଟଲୀ କୁମାର ତାଙ୍କର ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏହି ଫିଲ୍ମର ନାମକରଣ କରାଯାଇ ନାହିଁ । ବରୁଣ ଧାୱନଙ୍କ ସହ ସାଉଥର ଲୋକପ୍ରିୟ ଅଭିନେତ୍ରୀ କୀର୍ତି ସୁରେଶ ଏକତ୍ର ଅଭିନୟ କରିବେ । ଏଟଲୀଙ୍କ ପ୍ରଡକ୍ସନ କମ୍ପାନୀ ଓ ସେନ ୧ ଷ୍ଟୁଡିଓ ମିଳିତ…