Latest Odisha News

BREAKING NEWS

ନିଜ ରେକର୍ଡ ଭାଙ୍ଗିଲା ପାରାଦୀପ ବନ୍ଦର, ପଣ୍ୟ କାରବାରରେ ଦେଶରେ ୧ନଂ

ପାରାଦୀପ: ପରିବହନ କ୍ଷେତ୍ରରେ ପୁଣି ଥରେ ରେକର୍ଡ କରିଛି ପାରାଦୀପ ବନ୍ଦର। ଭାରତର ସମସ୍ତ ମେଜର ପୋର୍ଟକୁ ପଛରେ ପକାଇ ପଣ୍ୟ ପରିବହନ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଛି। ଚଳିତ ଆର୍ଥିକ ବର୍ଷର ତିନିମାସ ପୂର୍ବରୁ ଏବଂ ଗତବର୍ଷର ୨୨ ଦିନ ପୂର୍ବରୁ ୧୦୦ ମିଲିୟନ ମେଟ୍ରିକ ଟନ ପଣ୍ୟ ପରିବହନ…

ଉପରାଷ୍ଟ୍ରପତିଙ୍କୁ ମିମିକ୍ରି ଘଟଣାରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦ ପରିସରରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କ ମିମିକ୍ରି କରାଯିବା ଘଟଣାକୁ ନେଇ ଉଦବେଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କୁ ଫୋନ କରି କିଛି ସାଂସଦଙ୍କ ଦ୍ୱାରା…

ରାଉରକେଲାରେ ଡାଇରିଆ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ…

ଭୁବନେଶ୍ଵର; ରାଉରକେଲାରେ ଚିନ୍ତା ବଢାଇଲାଣି ହଇଜା । ରାଉରକେଲା ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଡାଇରିଆ ସଂକ୍ରମଣ ନେଇ ଗଭୀର ଚିନ୍ତାପ୍ରକଟ କରିବା ସହ ସଂକ୍ରମଣକୁ ନିୟନ୍ତ୍ରଣ କରିବା ସହ ରୋକିବା ପାଇଁ ଏହି ସବୁ ଅଞ୍ଚଳକୁ ଅବିଳମ୍ବେ କେନ୍ଦ୍ରୀୟ ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର…

ଦିଲ୍ଲୀରେ ଲଜ୍ଜା: ୯ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ପରେ କେନାଲରେ ଫିଙ୍ଗିଦେଲେ 

ନୂଆଦିଲ୍ଲୀ: ପୁଣି ଦିଲ୍ଲୀକୁ ଲଜ୍ଜା । ଦିଲ୍ଲୀର ସ୍ବରୂପ ନଗରରେ ଜଣେ ୯ ବର୍ଷ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ । କେବଳ ଏତିକିରେ ଥମିଲାନି ପିଶାଚ । ନିରୀହା ନାବାଳିକାକୁ ହତ୍ୟା କରି କେନାଲରେ ଫୋପାଡି ଦେଇଛି ଅଭିଯୁକ୍ତ ଘରମାଲିକ । ଅପରାଧୀଜଣକ ୫୨ ବର୍ଷ ବୟସ୍କ ହୋଇଥିବା ସୂଚନା ମିଳିଛି ।…

ଭଣଜାଙ୍କୁ କ୍ରିକେଟର ବନେଇବାକୁ ଚାହିଁବାରୁ ଘରକୁ ଆସିବାକୁ ମନା କରିଦେଲେ ଭିଣେଇ, ଏବେ IPLରେ ସଫଳ ହେଲା ମାମୁଁଙ୍କ…

ନୂଆଦିଲ୍ଲୀ: ସମୀର ରିଜଭିଙ୍କ ପିତା ହସିନ ରିଜଭି ତାଙ୍କ ଶଳା ସାହେବ ତାକିବଙ୍କ ପାଇଁ ଘରର କବାଟ ସବୁ ଦିନ ପାଇଁ ବନ୍ଦ କରିଦେଇଥିଲେ।  କାରଣ ତାକିବ ତାଙ୍କ ଭଣଜା ସମୀରଙ୍କୁ କ୍ରିକେଟ୍ ଖେଳିବା ପାଇଁ ପ୍ରସ୍ତୁତ କରୁଥିଲେ। ସମୀରଙ୍କ ମାମୁଁ ତାକିବ ନିଜେ ମଧ୍ୟ ଜଣେ କ୍ରିକେଟର ହେବାକୁ…

ଆସିଛି ଶୀତ, ଆଣିଛି ଅଜସ୍ର ଉନ୍ମାଦନା, ଆନମନା କବି ଓ ଲେଖକ

ଭୁବନେଶ୍ବର: ଦୀର୍ଘ ବର୍ଷ ପରେ ଓଡିଶାକୁ ଫେରିଛି ଶୀତ । ସାରା ରାଜ୍ୟରେ ଜାରି ରହିଛି ଶୀତର ଲହରୀ । ଶୀତର ପ୍ରକୋପ ଏତେ ମାତ୍ରାରେ ବଢିଯାଇଛି ଯେ, ସକାଳୁ ଘରୁ ବାହାରିବା ଲୋକଙ୍କ ପାଇଁ କଷ୍ଟକର ବିଷୟ ପାଲଟିଛି । ଶୀତ ସାଙ୍ଗକୁ ଘନ କୁହୁଡି ରେ ମୁହଁ କୁ ମୁହଁ ଦୃଶ୍ୟ ହେଉନି । ସକାଳୁ ସକାଳୁ…

କ୍ଷୟ ହେଉଛି ମହାକାଳେଶ୍ବର ଶିବ ଲିଙ୍ଗ, ଯାଞ୍ଚ ପାଇଁ ଗଲା ପୂଜା ସାମଗ୍ରୀ

ଭୋପାଳ: କ'ଣ ବନ୍ଦ ହୋଇଯିବ କି ମହାକାଳେଶ୍ବରଙ୍କର ଭାଙ୍ଗ ଶୃଙ୍ଗାର? ବିଭିନ୍ନ ପ୍ରକାର ପୂଜା ପଦ୍ଧତି ରୁ କ'ଣ ବଞ୍ଚିତ ହେବେ ମହାକାଳ? ଏବେ ଭକ୍ତ ଓ ସେବାୟତ ଙ୍କ ମନରେ ଏପରି ଅନେକ ପ୍ରଶ୍ନ । କାରଣ ଧିରେ ଧିରେ କ୍ଷୟ ହେଉଛି ମଧ୍ୟପ୍ରଦେଶର ଉଜୈନରେ ଥିବା ମହାକାଳେଶ୍ୱର ମନ୍ଦିରର ଶିବ ଲିଙ୍ଗ ।…

ଧାର୍ମିକ ପ୍ରକଳ୍ପ ପାଇଁ ୧୫.୨୦କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ସ୍ଥାନୀୟ ମଠ, ମନ୍ଦିର ଓ ସଂଖ୍ୟାଲଘୁ ପୂଜାସ୍ଥଳୀର ହେବ ରୂପାନ୍ତର । ୫୦୭ଟି ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପ ପାଇଁ ୧୫.୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏହି ଅର୍ଥରେ ଭୁବନେଶ୍ୱର ଉତ୍ତର, ଏକାମ୍ର ଭୁବନେଶ୍ୱର ଏବଂ ଭୁବନେଶ୍ୱର ମଧ୍ୟ ନିର୍ବାଚନ…

ଭୟ ଦେଖାଇଲାଣି କରୋନା: ପ୍ରତି ତିନି ମାସରେ ହେବ ଡାକ୍ତରଖାନାର ସମୀକ୍ଷା: ସ୍ଵାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ; ଦେଶରେ ପୁଣି କାୟା ବିସ୍ତାର କରୁଛି କରୋନା। ବଢି ଚାଲିଥିବା କରୋନା ସ୍ଥିତି ନେଇ ଉଚ୍ଚସ୍ତରୀୟ ବୈଠକ ଡାକିଥିଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ। ବୈଠକରେ ସବୁ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ କୋଭିଡ ମୁକାବିଲା ନେଇ ଆଲୋଚନା କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ…

୫ ଡିଗ୍ରୀ କୁ ଖସିଲା ପାରଦ, ଜାଡରେ ଥରହର ରାଜ୍ୟବାସୀ

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ଅସହ୍ୟ ଜାଡ । ୫ ଡିଗ୍ରୀ କୁ ଖସିଛି ପାରଦ । ଶୀତରେ ଥରହର ସମଗ୍ର ରାଜ୍ୟବାସୀ । ଗତକାଲି ରାତିରେ ରାଜ୍ୟର ୧୩ ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରେକର୍ଡ କରାଯାଇଥିବାବେଳେ, ଜି. ଉଦୟଗିରି ସବୁଠୁ ଥଣ୍ଡା ସହର ପାଲଟିଛି ।…