ଘର ନୁହେଁ, କାରରେ ବିଳାସପୂର୍ଣ୍ଣ ଜୀବନ କାଟନ୍ତି ପୁରା ପରିବାର: ବର୍ଷକୁ ୮ ମାସ ଏଥିରେ ରୁହନ୍ତି
ରାଜସ୍ଥାନ: ପ୍ରତ୍ୟେକ ଲୋକଙ୍କର ଗୋଟେ ସ୍ୱପ୍ନର ଘର ଥାଏ । ସେମାନେ ସେହି ଘରେ ସାରାଜୀବନ ଖୁସିରେ ରହିବାକୁ ଚାହିଁଥାନ୍ତି । ସେଥିଲାଗି ଘର ଖଣ୍ଡିଏ କରିବା ପାଇଁ ଲୋକଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଥାଏ । ରାଜସ୍ଥାନର ଗୋଟେ ପରିବାର ତାଙ୍କ ସ୍ୱପ୍ନର ଘର ତାଙ୍କ କାର ପାଲଟିଯାଇଛି । ସେମାନେ…