ବିଭାଜନ ସମୟରେ ଯେଉଁମାନଙ୍କର ସମ୍ପତ୍ତି ପାକିସ୍ତାନରେ ରହିଯାଇଥିଲା, କ’ଣ ତାହା ଏବେ ଆପଣ ପାଇପାରିବେ? ଜାଣନ୍ତୁ…
ନୂଆଦିଲ୍ଲୀ: ୧୯୪୭ ମସିହାରେ ପରସ୍ପର ଠାରୁ ବିଭାଜିତ ହୋଇଥିଲେ ଦୁଇ ଦେଶ ଭାରତ ଏବଂ ପାକିସ୍ଥାନ । ଏହାପୂର୍ବରୁ ପାକିସ୍ତାନ ଭାରତର ଏକ ଅଂଶ ଥିଲା । ୧୯୪୭ରେ ଯେତେବେଳେ ଏହି ବିଭାଜନ ହୋଇଥିଲା, ସେତେବଳେ ଅନେକ ଲୋମହର୍ଷଣକାରୀ କାଣ୍ଡ ଘଟିଥିଲା | ଅନେକ ଲୋକ ଭାରତରୁ ପାକିସ୍ତାନ ଯାଇଥିଲେ।…