Latest Odisha News

BREAKING NEWS

ଜଗତସିଂହପୁର ମାଛଗାଁ କେନାଲରେ ଘାଇ: ଜଗତସିଂହପୁର-କଟକ ମୁଖ୍ୟ ରାସ୍ତାରେ ପାଣି

ପାରାଦୀପ: ଜଗତସିଂହପୁର ଜିଲ୍ଲାରେ ଦୁଇଟି ବଡ଼ ଘାଇ ହୋଇଥିବା ଯୋଗୁଁ ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ପାଣି ପଶିଯାଇଛି। । ଫଳରେ ଜଗତସିଂହପୁର କଟକ ମୁଖ୍ୟ ରାସ୍ତାରେ ଅଣ୍ଟାଏ ଉଞ୍ଚରେ ପାଣି ଲହଡ଼ି ଭାଙ୍ଗୁଛି । ଏହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ତରିକୁନ୍ଦ ବଜାରର ଅଧିକାଂଶ…

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ଉଠିଯିବ ଆରଡି ଜୁନିୟର କଲେଜ

ଭୁବନେଶ୍ୱର: ୟୁନିଟ ୯ ବାଳିକା ସ୍କୁଲରେ ଚାଲିବ ରମାଦେବୀ ଜୁନିୟର କଲେଜ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ଉଠିଯିବ ରମାଦେବୀ ଜୁନିୟର କଲେଜ। ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅନୁରୋଧ କ୍ରମେ ଏପରି ନିଷ୍ପତ୍ତି ନିଆଯାଇଛି। ଏନେଇ ଗଣଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବଙ୍କୁ ଚିଠି ଲେଖି…

ବିଦ୍ୟୁତ ଆଘାତରେ ୫ କାଉଡ଼ିଆଙ୍କର ମୃତ୍ୟୁ, ୫ ଗୁରୁତର

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମେରଠ ଜିଲ୍ଲାର ରାଲିଚୌହାନ ଗାଁରେ ଶନିବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି। ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୫ ଜଣ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି। ଆଉ ୫ ଜଣ କାଉଡ଼ିଆ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…

ଶିଶୁ ଗଳ୍ପ : ରୀତୁର କବିତା ଲେଖା

କୁଞ୍ଜ ବିହାରୀ ସାହୁ ଗାଁରୁ ସହର ଆସିଛି ରୀତୁ ତା ବାପାଙ୍କ ସାଥୀରେ । ଗାଁର ଓଡିଆ ମିଡ଼ିୟମରେ ପଢ଼ୁଥିଲା । ହେଲେ ସହରକୁ ଆସିଲା ପରେ ତା' ବାପା ଇଂଲିଶ ମିଡିୟମରେ ନାଁ ଲେଖେଇଦେଲେ । ନୂଆ ସ୍କୁଲ, ନୂଆ ପୋଷାକ ପିନ୍ଧି ସ୍କୁଲକୁ ଗଲା । ପ୍ରଥମେ ଟିକେ ଟିକେ ଅଡ଼ୁଆ ଲାଗୁଥିଲା । ଏବେ ଠିକ୍…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୭୭ )

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ପ୍ରାୟ ଅଧମିନିଟ୍‌ର ନୀରବତା ପରେ କଥା ଆରମ୍ଭ କଲାବେଳକୁ ତାଙ୍କ କଣ୍ଠସ୍ୱର ଥରୁଥାଏ । “ଏ ତ ଖୁବ୍ ଭୟଙ୍କର କଥା । ସେ ପିଲାମାନଙ୍କୁ ମୁଁ ଭଲଭାବରେ ଜାଣି ନ ଥିଲେ ବି, ମତେ ବହୁତ ଦୁଃଖ ଲାଗୁଛି । ମୁଁ ଏବେ…

କବିତା : ଐଶାନ୍ୟ ଈଶ୍ୱର

ବଳରାମ ପୂଜାରୀ ପ୍ରୟାଣ ପାରିଧିରୁ ଫେରୁଥିଲେ ସବୁତକ ପ୍ରତାରିତ ପ୍ରାରବ୍ଧ , ଆଞୁଳାଏ ପରମାୟୁ ପ୍ରତୀକ୍ଷାରେ ବାଟବଣା ? ବାଟ ମାରଣିଆଁ ବେଣା ଚେରିଆ ନିଅଣ୍ଟିଆ ନିଃଶ୍ଵାସ ! ଅପହୃତ ଅଣନିଃଶ୍ବାସୀ ଏଠି ? ସବୁତକ ଆମନ୍ତ୍ରିତ ଅଣସ୍ଵିକୃତ ଆୟୁଷ ? ପହଡ଼ ପକାଉଥିଲେ, ଅମୁହାଁ…

ଭାଷା ଭାଗବତ : ଶୁଦ୍ଧତା ବିନାଶୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସମସ୍ୟା କଲେ ଆଲୋଚନା ସମାଧାନ ପଡ଼େନି ଜଣା ପୁରୁଣା ସମସ୍ୟାକୁ ଘାଂଟି ସମାଧାନ ହୁଏନି ଭେଟି ନୂଆ ଢଂଗରେ କରି ଚିଂତା ସ୍ବୀକାର କଲେ ବାସ୍ତବତା ଉଦ୍‌ଭୂତ ହୁଏ ସମାଧାନ ଏହା ହିଁ ପ୍ରକୃତି ବିଧାନ ଏକ ପ୍ରକାର ଉପଚାର…

ମିଶ୍ରଣ ପର୍ବ: ବିଜେପିରେ ମିଶିଲେ ଚିଲିକାର ବିଜେଡି ନେତା ଓ ଶତାଧିକ କର୍ମୀ

ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି ବିଜେପିର ମିଶ୍ରଣ ପର୍ବ। ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ମୁଖପାତ୍ର ଡା.ସମ୍ବିତ ପାତ୍ର, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର…

ବିଶ୍ୱ ଯୁବ ଦକ୍ଷତା ଦିବସରେ ‘ଏଆଇ ଫର୍ ଇଣ୍ଡିଆ ୨.୦’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ନୂଆଦିଲ୍ଲୀଠାରେ ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ଉପରେ ଏକ ମାଗଣା ଅନଲାଇନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ଏଆଇ ଫର୍ ଇଣ୍ଡିଆ ୨.୦’ର ଶୁଭାରମ୍ଭ କରିଛନ୍ତି।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ବେଣ୍ଟ ବା ଶିକାର ନୀତି ( ୨ )

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନୈମିତିକ -ବିଧି ଆଲୋଚନାରେ ଆଲୋଚିତ ବିଷୟ ହେଉଛି ବେଣ୍ଟ ବା ଶିକାର ନୀତି। ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ ଏହି ନୀତି ପାଳନର ଯେଉଁ ପଦ୍ଧତି ବର୍ଣ୍ଣିତ ହୋଇଛି। ତାହା…