Latest Odisha News

BREAKING NEWS

ରାଜ୍ୟରେ ଜାରି ରହିଛି ଶୀତ ଲହରୀ, ୧୦ ଡିଗ୍ରୀ ତଳେ ୬ ସହରର ତାପମାତ୍ରା

ଭୁବନେଶ୍ବର: ଆଭ୍ୟନ୍ତରରୁ ଉପକୂଳ ପର୍ଯ୍ୟନ୍ତ ସବୁଠି ଜାରି ରହିଛି ଶୀତଲହରୀ । ଫଳରେ ଜାଡରେ ଥରୁଛନ୍ତି ରାଜ୍ୟବାସୀ । ରାଜ୍ୟରେ ୬ ଟି ସହରରେ ତାପମାତ୍ରା ୧୦ ଡିଗ୍ରୀରୁ ତଳେ ରହିଛି । ଆଉ ଥଣ୍ଡା ସମୟରେ ନିଆଁ ଜାଳି ଉପଶମ ପାଉଛନ୍ତି ଲୋକେ । ଫଳରେ ସ୍ଥାନେ ସ୍ଥାନରେ ଅଧିକ କୁହୁଡି ଅନୁଭୂତ ହେଉଛି…

ମୁଣ୍ଡ ନେଉଛି ଝାଡାବାନ୍ତି : ଦିନକୁ ଦିନ ବଢୁଛି ମୃତ୍ୟୁ ସଂଖ୍ୟା, ଆଜି ପୁଣି ଜଣଙ୍କ ମୃତ୍ୟୁ

ରାଉରକେଲା : ରାଉରକେଲା ସହରରେ ବ୍ୟାପୁଛି ଝାଡାବାନ୍ତି  । ଆଜି ଆଉ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକ ଗାନ୍ଧିରୋଡ୍ ଅଞ୍ଚଳର ଅତୁଲ କିଷାନ ବୋଲି ଜଣାପଡ଼ିଛି।  ୩ ଦିନରେ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି । ବର୍ତ୍ତମାନ ୧୧୬ ଜଣ ଆକ୍ରାନ୍ତ ଆଇଜିଏଚରେ ଚିକିତ୍ସିତ ହେଉଛନ୍ତି । କହିବାକୁ ଗଲେ…

ଗଳ୍ପ : ପ୍ରକୃତ ବାନ୍ଧବୀ

ଗୌରାଙ୍ଗ ପଟେଲ ଗୋଟିଏ ଦେଶୀ ପାଉଚ, ପାଞ୍ଚ ଟଙ୍କିଆ ମିକ୍ସଚର ପକେଟ, ଗୋଟେ ପାଣି ପାଉଚ ଆଉ ଗୋଟିଏ ଡିସ୍ପୋଜେବଲ୍ ଗ୍ଲାସ। ସହଜ ସୁଲଭ ତାରିକାରେ ମଦ ପିଆ। ଦିନକୁ କେତେଥର କେଜାଣି କିନ୍ତୁ ଯେତେବେଳେ ଦେଖିଲେ ସେନକା ଆଗ ପଛହେଇ ଢଳି ଢଳି ଚାଲୁଥାଏ। ଘର ପରିବାରର ହାଲ ତାର ଦାୟିତ୍ୱ ସେ…

ସଂସଦ ସୁରକ୍ଷାରେ ତୃଟି ମାମଲା; ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ ଚିନ୍ତାଜନକ: ମୋଦି

ନୂଆଦିଲ୍ଲୀ: ଡିସେମ୍ବର ୧୩ ତାରିଖରେ ସଂସଦର ସୁରକ୍ଷା ବ୍ୟବସ୍ଥାରେ ତୃଟି ଘଟଣାରେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବିବୃତ୍ତି ଦେଇଛନ୍ତି । ପିଏମ ମୋଦି କହିଛନ୍ତି ଯେ, ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଏହି ଦୁର୍ଘଟଣାକୁ ନେଇ ଯୁକ୍ତିତର୍କ କିମ୍ବା ବିରୋଧ କରିବା…

ଶିଶୁ କବିତା : ପରଜାପତି

ତରୁଣ କୁମାର ମିଶ୍ର ଅତି ଖୁସିରେ ବିଭୋର ହୋଇ ଟିକି ପରଜାପତି , ଫୁଲ ଉପରେ ବସିଛି ଦେଖ ଦିଅଇ ପରା ହସି । ଗାଉଛି ଗୀତ ମନ ଆନନ୍ଦେ ଫୁଲ ବି ଝୁଲେ ଧୀରେ , ଫୁଲ ସାଥିରେ ପରଜାପତି ଝୁଲଇ ଗଛ ପରେ । ଦେହ ତାହାର କେଡ଼େ ସୁନ୍ଦର ଫୁଲରୁ ଫୁଲ ଉଡ଼ି , ଶୋଷଇ ମହୁ ଦେହରୁ ତା' ର…

ଚୀନ ବିଦେଶ ମନ୍ତ୍ରୀଙ୍କ ନିଖୋଜ ପଛରେ ପୁଟିନଙ୍କ ହାତ ! ଜିନ ପିଙ୍ଗଙ୍କୁ ଦେଇଥିଲେ ସାଂଘାତିକ ତଥ୍ୟ

ବେଜିଂ:ଚୀନର ବିଦେଶ ମନ୍ତ୍ରୀ କିନ ଗାଙ୍ଗ ନିଖୋଜ ହେବାର ଆଜକୁ ୫ ମାସ ହୋଇଗଲାଣି  । ଦୀର୍ଘ ମାସ ପରେ ଏକ ବଡ ରହସ୍ୟ ସାମ୍ନାକୁ ଆସିଛି । କୁହାଯାଉଛି, ରୁଷ ରାଷ୍ଟ୍ରପତି ବ୍ଲାଦିମାର ପୁଟିନଙ୍କ ପାଇଁ ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ ନିଜ ବିଦେଶ ମନ୍ତ୍ରୀଙ୍କୁ ଗାଏବ କରିବାକୁ ବାଧ୍ୟ…

ଭାଷା ଭାଗବତ : ଅଫେରା ପଳାତକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଅନ୍ନକୁ କଲେ ଅନାଦର ଉଜୁଡ଼ିଯିବ ଏ ସଂସାର ପ୍ରତିଟି ଦାନା ମୂଲ୍ୟବାନ ବୁଝଂତୁ ପ୍ରତ୍ୟେକ ସଂତାନ ଅନ୍ନକୁ ବାଂଟିଲେ ମାଗଣା ତା'ର ମୂଲ୍ୟ ପଡ଼େନି ଜଣା ମାଗଣା ପାଇବା ଅଭ୍ୟାସ ଘଟାଏ ଶ୍ରମର ବିନାଶ …

କବିତା : ଅଜନ୍ମା

ରାମକୃଷ୍ଣ ତାର ଜନ୍ମ ନହେବା ଅଥଚ ଦେହଟିଏ ପିନ୍ଧି ଆମେ ଦେଖିପାରି ନଥିବା ସ୍ବପ୍ନ ପରି ମାଟିରେ ଛିଡ଼ାହେବା ଗୋଟେ ଅଲୌକିକ ସମ୍ଭାବନାର ଉଦୟ ନିଶ୍ଚୟ । ଯେଉଁ ଦିନ ତାକୁ ଓହ୍ଲାଇ ଦିଆଗଲା ଏ ମାଟିରେ ମୃତ୍ୟୁ ତାର ହାତ ଧରି ବୁଲାଇ ଆଣିଲା ଆମର ଚରାଭୁଇଁରେ ଯେଉଁଠି ସେ ସଜାଇ…

୬ ଦିନ ପରେ ଆଇସିୟୁରୁ ବାହାରିଲା ବୋରୱେଲରୁ ଉଦ୍ଧାର ଶିଶୁ କନ୍ୟା

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସ୍ଥିତ ଏକ ପରିତ୍ୟକ୍ତ ବୋରୱେଲରୁ ଉଦ୍ଧାର ହୋଇଥିବା ଶିଶୁ କନ୍ୟା ବୁର୍ଲା ଭିମସାରରେ ଚିକିତ୍ସିତ ହେଉଛି । ତେବେ ନବଜାତ ଶିଶୁ ଟି ର ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିବାରୁ ତାକୁ ଆଇସିୟୁରୁ ବାହାରକୁ ଅଣାଯାଇଛି । ଦୁଇ ଦିନ ପୂର୍ବେ ଶିଶୁ ଟି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସେବକମାନଙ୍କ ନିଷ୍ଠା ଓ ସମର୍ପଣ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅନସରର ପଞ୍ଚମ ଦିନ ଏକ ବିଶେଷ ଉପଚାର ଏହି ଦିନ କରାଯାଏ । ବଡ଼ ଓଡ଼ିଆ ମଠ ଦ୍ୱାରା ପ୍ରସ୍ତୁତ ଫୁଲୁରୀ ତେଲ ମହାପ୍ରଭୁଙ୍କ ଅଙ୍ଗରେ ଲାଗି କରାଯାଏ ।ଦେବବୈଦ୍ୟଙ୍କ…