ସାହିତ୍ୟ ମୋ ପାଇଁ ଜୀବନ ବଞ୍ଚିବାର ମାର୍ଗ : ଅମ୍ବୁଜା ମହାନ୍ତି
ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ ।
ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଅମ୍ବୁଜା ମହାନ୍ତିଙ୍କ ସହ ‘ସ୍ୱଳ୍ପ ଆଳାପ’…