ଆଫ୍ରିଦୀଙ୍କ ଅଦ୍ଭୁତପୂର୍ଣ୍ଣ ବୟାନ: ଭାରତରେ ପାକିସ୍ତାନ କ୍ରିକେଟର ବସ ଉପରେ ହୋଇଥିଲା ଆକ୍ରମଣ
କରାଚୀ: ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ ଅଲରାଉଣ୍ଡର ଶାହୀଦ ଆଫ୍ରିଦୀ କ୍ରମାଗତ ଭାରତକୁ ନେଇ ଅଦ୍ଭୁତପୂର୍ଣ୍ଣ ବୟାନ ଦେବାରେ ଲାଗିଛନ୍ତି । ଏବେ ତାଜା ବୟାନରେ ସେ କହିଛନ୍ତି ଯେ, ୨୦୦୫ରେ ଭାରତରେ ପାକିସ୍ତାନ କ୍ରିକେଟରଙ୍କୁ ନେଇ ଯାଉଥିବା ବସ ଉପରେ ଆକ୍ରମଣ ହୋଇଥିଲା । ଏକ ପ୍ରେସ…